Latest Odisha News

BREAKING NEWS

Browsing Tag

water problem

କାଶୀପୁର ବ୍ଲକରେ ମେଗା ଜଳଯୋଗାଣ ପ୍ରକଳ୍ପ କାହିଁକି ଅଧାରେ ପଡିଛି?

ରାୟଗଡ଼ା:  କାଶୀପୁର ବ୍ଲକରେ ବର୍ତ୍ତମାନ ଯେଉଁ ହଇଜା ବ୍ୟାପିଛି ତାହାର ମୂଳ କାରଣ ହେଉଛି ଦୁଷିତ ଜଳ । ଦଶନ୍ଧି ଦଶନ୍ଧି ଧରି  ଲୋକଙ୍କୁ ବିଶୁଦ୍ଧ ପାଣି ମିଳୁନଥିବା କାରଣରୁ ବାଧ୍ୟ ହୋଇ ନଦୀ, ନାଳ , ଝରଣା ଓ ଅନ୍ୟାନ୍ୟ ଜଳଉତ୍ସରୁ ପାଣିକୁ  ଲୋକେ ବ୍ୟବହାର କରୁଛନ୍ତି । କାଶୀପୁର ବକ୍ଲ ବାସୀ…

[ଦେଖନ୍ତୁ ଭିଡିଓ] ପିଇବାପାଣି ସମସ୍ୟା ନେଇ ରାଜରାସ୍ତାରେ ଗାଁର ଲୋକେ

ଢେଙ୍କାନାଳ :  ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିଛି ଜନଜୀବନ । ତା ସହିତ ବିଭିନ୍ନ ସ୍ଥାନରେ ପିଇବାପାଣିର ସମସ୍ୟାକୁ ଯେମିତି ଆହୁରି ବଢାଇ ଦେଇଛି । କିଛି ସ୍ଥାନରେ ଅତିଷ୍ଠ ଲୋକେ ପ୍ରତିବାଦ କରୁଛନ୍ତି । ହେଲେ ପାଣି ସମସ୍ୟା ଦୂର ହୋଇପାରୁନି । ସେହିଭଳି ଢେଙ୍କାନାଳ କାମାକ୍ଷାନଗରରେ ପିଇବା…

[ଦେଖନ୍ତୁ ଭିଡିଓ] ଗାଁରେ ପିଇବା ପାଣି ସମସ୍ୟା : ସମାଧାନ ଦାବି କଲେ ଗାଁର ଲୋକେ

ଯାଜପୁର : ତାତି ବଢିବା ସାଙ୍ଗକୁ ବଢୁଛି ଜଳକଷ୍ଟ । ବିଭିନ୍ନ ସ୍ଥାନରେ ଏବେ ଉତ୍କଟ ପାନୀୟ ଜଳ ସମସ୍ୟା । କେଉଁଠି ପାଣି ଟାଙ୍କି ଅଚଳ ତ ଆଉ କେଉଁଠି ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି ବହୁ ଦୂର । ଘରୋଇ ଜାଗାରରେ ପାଣି ଟାଙ୍କି ନିର୍ମାଣକୁ ନେଇ ସାହିରେ ଦ୍ୱନ୍ଦ ଚାଲିଥିବା ବେଳେ ଆକ୍ରୋଶର…