ମୈାସୁମୀ ଛୁଇଁଲା ଓଡ଼ିଶା
ଭୁବନେଶ୍ବର: ମୈାସୁମୀ ଛୁଇଁଛି ଓଡ଼ିଶା । ଏବେ ଅନେକ ସ୍ଥାନରେ ବର୍ଷା ହେଉଛି । ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁଛି । ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ । ଦକ୍ଷିଣ ପଶ୍ଚିମ ମୈାସୁମୀ ଦକ୍ଷିଣ ଓଡିଶାର କିଛି ଅଂଶରେ ପହଞ୍ଚିଛି ବୋଲି ଭାରତ ପାଣିପାଗ ବିଭାଗ…