Latest Odisha News
Browsing Tag

Weekend Shutdown in Odisha

ସପ୍ତାହାନ୍ତ ସଟଡାଉନରେ ଘଣ୍ଟାଏ ଏହି କାମ ପାଇଁ କଟକଣା କୋହଳ

ଭୁବନେଶ୍ୱର: କାଲିଠୁ ରାଜ୍ୟର ସବୁ ସହରାଞ୍ଚଳ ଦୁଇ ଦିନିଆ ସଟଡାଉନ୍ ରହିବ । ଶନିବାର ସକାଳୁ ସୋମବାର ସକାଳ ଯାଏ ବଳବତ୍ତର ରହିବ କଟକଣା । ତେବେ ଏହି ସମୟରେ ଘଣ୍ଟାଏ କଟକଣା କୋହଳ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଶନିବାର ଓ ରବିବାର ସକାଳେ ସକାଳ ୫ଟାରୁ ୬ଟା…

ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟରେ କଡ଼ାକଡ଼ି ହେଉଛି କଟକଣା । ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟଡାଉନ୍ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ…