ଓଦା କପଡ଼ାରେ ଚାର୍ଜ ହେଉଛି ମୋବାଇଲ୍ ଫୋନ୍
ତ୍ରିପୁରା: ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ସତ । ଓଦା କପଡାରେ ଚାର୍ଜ ହେଉଛି ମୋବାଇଲ, ଜଳୁଛି ଏଲ୍ଇଡି ଲାଇଟ୍ । ଏଭଳି କଳ୍ପନାକୁ ସତ କରି ଦେଖାଇଛନ୍ତି ତ୍ରିପୁରାର ଜଣେ ଇଂଜିନିଅର । ଏହି ଦକ୍ଷତା ତଥା ଉଦ୍ଭାବନ ପାଇଁ ତାଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ପୁରଷ୍କୃତ…