Latest Odisha News

BREAKING NEWS

Browsing Tag

WFH

ୱାର୍କ ଫ୍ରମ୍ ହୋମ୍ ପାଇଁ ବାଣିଜ୍ୟ ବିଭାଗ ଜାରି କଲା ନୂଆ ନିୟମ

ନୂଆଦିଲ୍ଲୀ: ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ବିଶେଷ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର (ୱାର୍କ ଫ୍ରମ୍ ହୋମ୍) ନୂଆ ନିୟମ ୪୩(ଏ)- ୨୦୦୬ ଅନୁଯାୟୀ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର ଅନୁମତି (ୱାର୍କ ଫ୍ରମ୍ ହୋମ୍) ସର୍ବାଧିକ ଏକ ବର୍ଷ ପାଇଁ ରହିବ ଏବଂ ଏହା ମୋଟ ଶ୍ରମିକ ମାନଙ୍କର…

ଏୟାର ବିଏନବି ୱାର୍କ ଫ୍ରମ ଏନିହ୍ୱେୟାର; ୧୭୦ ଦେଶରେ ବୁଲି କରିବେ କାମ

ଭୁବନେଶ୍ୱର: ସବୁଠାରୁ ବଢ଼ିଆ କମ୍ପାନୀ । କର୍ମଚାରୀ ବିଶ୍ୱର ୧୭୦ ଟି ଦେଶରେ ରହି କାମ କରିପାରିବେ । ବୁଲି ପାରିବେ, ପାର୍ଟି କରିପାରିବେ । ଯାହା ମନ ତାହା କରିପାରିବେ । ୱାର୍କ ଫ୍ରମ୍ ହୋମ୍ ରୁ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା । ତେବେ ୱାର୍କ ଫ୍ରମ୍ ହୋମ୍ ଜିନିଷ ଟି ଏବେର ନୁହେଁ । ଏହା ବହୁ…