ଏକ ନମ୍ବର ହାଟ ପାଇଁ ନୂଆ ସମୟ, ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ ହୋଲସେଲ ବେପାର
ଭୁବନେଶ୍ୱର: କରୋନା ସମୟରେ ଭିଡକୁ ଦୃଷ୍ଟିରେ ରଖି ଏକ ନମ୍ବର ହାଟରେ ହୋଲସେଲ ବ୍ୟବସାୟର ସମୟକୁ ପରିବର୍ତ୍ତନ କରାଯାଇଛି । ଭୁବିନେଶ୍ୱର ମହାନଗର ନିଗମ, କମିଶନରେଟ୍ ପୋଲିସ ଓ ବ୍ୟବସାୟଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ…