Latest Odisha News
Browsing Tag

Wild Boar Attack

ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ

ଆଠଗଡ଼ : ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ । ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଛନ୍ତି । ଆହତ ମାନେ ହେଲେ ୩୫ ବର୍ଷୀୟ ପ୍ରସନ୍ନ କୁମାର ପଣ୍ଡା, ୪୮ ବର୍ଷୀୟ ବାଙ୍କନିଧି ସାହୁ, ପ୍ରସନ୍ନ କୁମାର ନାୟକ, ଦୁଃଶାସନ ରାଉତ । ଆହତ ହୋଇଥିବା ୪ ଜଣ ବ୍ୟକ୍ତି ବିଲକୁ ଚାଷ କାମ…

ବାରହା ଆକ୍ରମଣରେ ୭ ଆହତ

ସାନଖେମୁଣ୍ଡି: ବାରହା ଆକ୍ରମଣରେ ୭ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ସଦର ଥାନା ଅନ୍ତର୍ଗତ ପୋଚିଲି ଗାଁର ଚନ୍ଦ୍ରମଣୀପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଅନୁସାରେ, ଗାଁର କିଛି ଲୋକ ନିଜ ନିଜର କ୍ଷେତକୁ ମୁଗ ଆଣିବା ପାଇଁ ଯାଇଥିଲେ । ସେଠାରେ ବାରହା…