Latest Odisha News

BREAKING NEWS

Browsing Tag

winner

‘ସୁପର୍‌ ଡାନ୍ସର ୪’ର ବିଜେତା ହେଲେ ଫ୍ଲୋରିନା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ ସୁପର ଡାନ୍ସର ଚାପ୍ଟର ୪ ବିଜେତା ଘୋଷଣା କରାଯାଇଛି। ଆସାମର ଜୋରହାଟରୁ ଫ୍ଲୋରିନା ଗୋଗୋଇ ହୋଇଛନ୍ତି ସୁପର ଡାନ୍ସର ଚାପ୍ଟର ୪ ବିଜେତା। ସୋନି ଟିଭିର ପିଲାମାନଙ୍କ ଡ୍ୟାନ୍ସ ରିୟଲିଟି ସୋ ସୁପର ଡାନ୍ସର୍ ଚାପ୍ଟର…

ପାରାଦୀପ ପୋର୍ଟକୁ ହରାଇ ଟାଟା ଷ୍ଟିଲ୍ ଜିତିଲା ବିଚ୍ ଫୁଟବଲ୍ ୨୦୨୧ ଟାଇଟଲ

କୋଣାର୍କ: ଚନ୍ଦ୍ରଭାଗା ସମ୍‌ୁଦ୍ର କୂଳରେ ଅନୁଷ୍ଠିତ ବିଚ୍ ଫୁଟବଲରେ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ୨-୧ରେ ହରାଇ ଟାଟା ଷ୍ଟିଲ୍ ଟାଇଟଲ ହାତେଇ ନେଇଛି । ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଟିମକୁ ପୁରସ୍କୃତ କରିଥିଲେ । ଏଥିରେ…

KBCରେ ୫ କୋଟି ଜିତି ପଶ୍ଟାତାପ କରୁଛନ୍ତି ସୁଶୀଲ କୁମାର !

ବିହାର: କୌନ ବନେଗା କରୋଡପତି ଭଳି ସୁପରହିଟ୍ କୁଇଜ୍ ସୋ'ରେ ଚହଳ ଖେଳାଇଥିଲେ ସୁଶୀଲ କୁମାର । ୫କୋଟି ଭଳି ମୋଟା ଅଙ୍କର ଅର୍ଥରାଶି ଜିତି ସେ ଆଜି ପର୍ଯ୍ୟନ୍ତ କେବିସିରେ ରେକର୍ଡଧାରୀଙ୍କ ତାଲିକାରେ ଆଗୁଆ ରହିଛନ୍ତି । ହେଲେ ଏବେ ସେ ପଶ୍ଚାତାପ କରୁଥିବା ନେଇ ଖୋଦ ନିଜେ ପ୍ରକାଶ କରିଛନ୍ତି ।…

ଓଡିଶା ସମ୍ବାଦ, ଓଡିଶା ବାଇଟ୍ସର ଲକ୍‌-ଡାଉନ୍ ରେସିପି: ପଠାନ୍ତୁ ଭିଡିଓ ଜିତନ୍ତୁ ଡାଇମଣ୍ଡ ଲକେଟ୍ !

ଭୁବନେଶ୍ୱର: ଘର ବସି ବୋର୍ ହେଉଛନ୍ତି କି ? ତେବେ ଲକ୍‌-ଡାଉନରେ ନିଜକୁ ଆଉ ଲକ୍ କରିି ରଖନ୍ତୁନି । କାହିଁକିନା ଓଡିଶାର ଅଗ୍ରଣୀ ଡିଜିଟାଲ୍ ନ୍ୟୁଜ୍ ୱବସାଇଟ୍ ଓଡିଶା ସମ୍ବାଦ ଓ ଓଡିଶା ବାଇଟ୍ସ ନେଇ ଆସିଛି ସ୍ପେଶାଲ କୁକରି କମ୍ପିଟିସନ୍ ଶୋ’ ଲକ୍‌-ଡାଉନ୍ ରେସିପି । ପ୍ରତିଯୋଗୀତାରେ ଭାଗ ନେବା…