Latest Odisha News
Browsing Tag

Winter in Odisha

୧୦ ସହରରେ ୧୦ ଡିଗ୍ରୀ ତଳେ ରାତିର ତାପମାତ୍ରା, ଦାରିଙ୍ଗିବାଡ଼ି ଓ ଫୁଲବାଣୀ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ଶୀତ ଲହରି । କାଲିଠାରୁ ବଢ଼ିଛି ଥଣ୍ଡା । ପାଣିପାଗ ବିଭାଗ କହିଛି ଶୀତ ଲହରି ଆହୁରି ୨ ଦିନ ଜାରି ରହିବ । ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଥିଲା ଦାରିଙ୍ଗିବାଡ଼ି ଓ ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ…

ରାଜ୍ୟରେ ବଦଳିବ ପାଣିପାଗ, କମିବ ଶୀତ

ଭୁବନେଶ୍ୱର: ପୁଣି ଶୀତରେ ଥରୁଛି ସାରା ଓଡ଼ିଶା । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ବର୍ଷା ପରେ ଶୀତ ବଢ଼ିଛି । ରାଜ୍ୟରେ ବଦଳିବ ପାଣିପାଗ । ଏବେ ପୁଣି ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ବଢ଼ିଲେ ଜାଡ଼ କମିବ । ୭ତାରିଖ ପରେ…

ଜାଡ଼ରେ ଥରୁଛି ଓଡ଼ିଶା, ଆହୁରି ୫ ଦିନ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର: ଜାଡ଼ରେ ଥରୁଛି ଓଡ଼ିଶା । ଉପକୂଳରୁ ଦକ୍ଷିଣ ପୁଣି ପଶ୍ଚିମ ଓଡ଼ିଶା । ସବୁଠି ଅସହ୍ୟ ଶୀତ । ୭ଟି ସରରରେ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ୨୫ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ୭ ଡ଼ିଗ୍ରୀ ସେଲସିୟସ ସହ ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ରାଜ୍ୟକୁ…

ଜାଡ଼ରେ ଥରିଲାଣି ଓଡ଼ିଶା: ୬ଟି ସହରରେ ୧୨ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ଶୀତରେ ଥରୁଛି ସୋନପୁର ଓ ଦାରିଙ୍ଗିବାଡ଼ି । ଏଠାରେ ଲଗାତାର ଭାବରେ ଖସୁଛି ପାରଦ । ବଢୁଛି ଥଣ୍ଡା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସବୁଠୁ ଶୀତଳ ସହର ହୋଇଛି ସୋନପୁର । ସେଠାରେ ସର୍ବନିମ୍ନ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସୋନପୁରକୁ ମିଶାଇ ରାଜ୍ୟରେ…