ପ୍ରସବର ୬ ଘଣ୍ଟା ପରେ ନବଜାତକକୁ ଧରି ପରୀକ୍ଷା ଦେଲେ ମହିଳା
ଛପରା : ବିହାରର ସାରଣ ଜିଲ୍ଲାର ତରେୟା ରେଫରାଲ ହସ୍ପିଟାଲରେ ଜଣେ ମହିଳା ସକାଳ ୬ଟା ୨୨ ମିନିଟରେ ଶିଶୁକନ୍ୟା ଜନ୍ମ ଦେବାର ୬ ଘଣ୍ଟା ପରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇଛନ୍ତି ।
ସୂଚନା ଅନୁସାରେ, ନାରାୟଣପୁର ଗାଁର ବାସିନ୍ଦା ମଲିକ ରାୟଙ୍କ ପତ୍ନୀ କୁସୁମ କୁମାରୀ ଇଣ୍ଟର…