ପାଳିତ ହେଉଛି ବିଶ୍ୱ କର୍କଟ ଦିବସ
ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ କର୍କଟ ଦିବସ । କେବଳ ରାଜ୍ୟ ନୁହେଁ ସାରା ଦେଶରେ ମାରାତ୍ମକ ରୋଗ ସାଜିଛି କର୍କଟ । ହୃଦ୍ରୋଗ ଓ ଦୁର୍ଘଟଣା ପରେ ଏବେ ପ୍ରମୁଖ ରୋଗ ଭାବେ ଉଭା ହୋଇଛି କର୍କଟ ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କ୍ୟାନସରରେ…