Latest Odisha News
Browsing Tag

world radio day

ଓଡ଼ିଶାରେ ରେଡିଓର ଜୟଯାତ୍ରା

ସୁବ୍ରତ କୁମାର ପତି ଗୋଟିଏ ସମୟରେ ମୁର୍ମୂଷୁ ହୋଇ ପଡିଥିବା ରେଡିଓ ଦେହରେ ଏବେ ନୂତନ ପ୍ରାଣ ସଞ୍ଚାର ହୋଇଛି। ରେଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ମନ୍ କୀ ବାତ୍" କାର୍ଯ୍ୟକ୍ରମ ଆକାଶବାଣୀ ପ୍ରତି ଲୋକଙ୍କ ଆଗ୍ରହ ବଢାଇଥିବା ବେଳେ ମନୋରଞ୍ଜନ କ୍ଷେତ୍ରରେ ଘରୋଇ ରେଡିଓ…

[ଦେଖନ୍ତୁ ଭିଡିଓ] ବେଳାଭୂମିରେ ବାଲୁକା କଳାରେ ବିଶ୍ୱ ରେଡ଼ିଓ ଦିବସ

ପୁରୀ: ବିଶ୍ୱ ରେଡ଼ିଓ ଦିବସ । ୧୩ ଫେବୃଆରୀକୁ ବିଶ୍ୱ ରେଡ଼ିଓ ଦିବସ ଭାବେ ପାଳନ କରାଯାଏ । ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ୱରେ ୱାର୍ଲଡ଼ ରେଡ଼ିଓ ଡେ ଭାବେ ପାଳନ କରାଯାଉଛି । ବିଶେଷ କରି ରେଡିଓର ଇତିହାସ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏହି ଦିବସ ପାଳନ…

ରେଡିଓ ଏକ ଚମତ୍କାର ମାଧ୍ୟମ ଯାହା ସାମାଜିକ ସଂଯୋଗକୁ ଗଭୀର କରେ: ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ବିଶ୍ୱ ରେଡିଓ ଦିବସ। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରେଡିଓକୁ ଏକ ଚମତ୍କାର ମାଧ୍ୟମ ବୋଲି ବର୍ଣ୍ଣନା କରିଛନ୍ତି ଯାହା ସାମାଜିକ ସଂଯୋଗକୁ ଗଭୀର କରିଥାଏ। ସେ ଟୁଇଟ୍ କରି କହିଛନ୍ତି ଯେ ତାଙ୍କର ବ୍ୟକ୍ତିତ୍ୱ…