Latest Odisha News

BREAKING NEWS

Browsing Tag

Yellow Waring

ଆଗାମୀ ୩ ଘଣ୍ଟାରେ କାଳବୈଶାଖୀ ନେଇ ଖୋର୍ଦ୍ଧା, କଟକ ସହ ୧୩ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ସତର୍କତା । ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ ଝଡ଼ ପବନ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କତା ଅନୁସାରେ, ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ…

ଶୀତ ନାହିଁ, ୨ ଦିନ ଘନ କୁହୁଡ଼ି

ଭୁବନେଶ୍ୱର: ନୂଆବର୍ଷରେ ବି ଶୀତ ନାହିଁ । ସାମୁଦ୍ରିକ ବାୟୁର ପ୍ରଭାବରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଇଛି । ଗୁରୁଚାପ ବଳୟ ସକ୍ରିୟ ଯୋଗୁ ବାୟୁ ମଣ୍ଡଳର ସ୍ଥିରତ ବୃଦ୍ଧି ପାଇଥିବାରୁ ରାତି ତାପମାତ୍ରା ବଢ଼ିଛି । ଫଳରେ ଶୀତ କମିଥିବା ବେଳେ କିଛି ଅଞ୍ଚଳରେ ଆଗାମୀ ୨ ଦିନ…

୧୧ ଯାଏ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

ଭୁବନେଶ୍ୱର: ରାଜ୍ୟରେ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା କାଳବୈଶାଖୀ ପିଛା ଛାଡ଼ୁନି । ଆସନ୍ତା ୧୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଏନେଇ ଏସଆରସି ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି । କାଳବୈଶାଖୀ ନେଇ ୮ ତାରିଖ…