ଔଷଧ କିଣିବାକୁ ଯାଇଥିବା ବେଳେ ଯୁବକଙ୍କୁ ଏସିଡ଼୍ ମାଡ଼
ଭଦ୍ରକ : ଔଷଧ କିଣିବାକୁ ଯାଇ ଏସିଡ୍ ମାଡ଼ର ଶିକାର ହେଲେ ଯୁବକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ ହୋଇଛି ।
ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି । ଜମି ବାଡ଼ି ଓ ମଦ ବିକ୍ରିକୁ ବିରୋଧ କରିବାରୁ ଗାଁର ଜଣେ ଯୁବକଙ୍କୁ ଏସିଡ ମାଡ଼…