Latest Odisha News
Browsing Tag

Youth Murdered

ଗୁପଚୁପ୍ ଖାଇ ଟଙ୍କା ନଦେବାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା

କାମକ୍ଷାନଗର: ଗୁପଚୁପ୍ ପାଇଁ ଗଡ଼ିଲା ମୁଣ୍ଡ । ଏଭି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗାଁରେ । ଗୁପଚୁପ୍ ଖିଆ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରିରେ ହତ୍ୟା କରିଛି ଗୁପଚୁପ୍ ବେପାରୀ । ମୃତ ଯୁବକ ଜଣଙ୍କ ପାଳସାହିର…

କହିପାରିଲାନି ଉର୍ଦ୍ଧୁ, ହାଣିଦେଲେ ଖୁଲମଖୁଲା

ଭୁବନେଶ୍ୱର: ଜଣେ ୨୨ ବର୍ଷୀୟ ଖ୍ରୀଷ୍ଟଧର୍ମୀ ଯୁବକ ହୋଇଛନ୍ତି ଇସଲାମଧର୍ମୀଙ୍କ ଆକ୍ରୋଶର ଶିକାର । ଦୋଷ କେବଳ ଏତିକି ଥିଲା ଖ୍ରୀଷ୍ଟିଆନ୍ ଯୁବକଙ୍କୁ ଜଣାନଥିଲା ଉର୍ଦ୍ଧୁ ଭାଷା । ବାସ୍ ଏତିକିରେ ହିଁ ସରିଥିଲା କାମ୍ ତମାମ୍ । ଆଖି ପିଛୁଳାକେ ବୁଲିଥିଲା ଛୁରୀ, ଚାଲିଯାଇଥିଲା ନୀରିହ ଯୁବକଙ୍କ…

ଯୁବକଙ୍କୁ ନିର୍ମମ ହତ୍ୟା

ରାୟଗଡ଼ା : ରାୟଗଡ଼ାରେ ଜଘଣ୍ୟ ହତ୍ୟାକାଣ୍ଡ । ରାୟଗଡ଼ା ଜିଲ୍ଲା କପିଳାସ ରୋଡରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବି.ରାଜୁ ତାଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ପରକିୟାପ୍ରୀତିରୁ ଏହି ହତ୍ୟା…

ପ୍ରେମଜନିତ କାରଣରୁ ଯୁବକଙ୍କୁ ହତ୍ୟା ଅଭିଯୋଗ, ମୃତଦେହ ଉଦ୍ଧାର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଗଏନ୍ଦିମୁଣ୍ଡା ଗାଁରୁ ଉଦ୍ଧାର ହୋଇଛି ମୃତଦେହ । ମୃତକଙ୍କ ନାଁ ଦିଲ୍ଲୀପ ମେହେର ଓ ଘର କାଳିଆକାଣି ଗାଁରେ । ପ୍ରେମଜନିତ କାରଣରୁ ଦିଲ୍ଲୀପଙ୍କୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି ।…