ତାଇପେ: ଚୀନ ଏବଂ ତାଇୱାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଏ ନେଇ ତାଇୱାନ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛି । ନିକଟରେ ଜଳ ଏବଂ ସ୍ଥଳ ଯବାନଙ୍କ କଡା ଅଭ୍ୟାସ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଏଥିରେ ଯବାନମାନେ ନିଆଁ, ବରଫ, ସମୁଦ୍ରର ଲହରୀ ଏବଂ ବାଲିଝଡର ମୁକାବିଲା କରୁଛନ୍ତି । ତାଇୱାନର ଏହି ଏଲିଟ ଆଂଫିବିୟସକୁ ବିଶ୍ୱର ଏକ ଶକ୍ତିଶାଳୀ ଟିମ ଭାବେ ବିବେଚନା କରାଯାଏ ।
ଦକ୍ଷିଣ ଚୀନ ସାଗରରେ ଡ୍ରାଗନ ସେନାକୁ ରୋକିବା ପାଇଁ ଏହି ରଣକୌଶଳ ତାଇୱାନ ଆପଣାଇଛି । ସୂଚନାଯୋଗ୍ୟ, ତାଇୱାନକୁ ହାତେଇବା ପାଇଁ ଚୀନ ପରୋକ୍ଷରେ ଚାପ ପକାଇ ଆସୁଛି । ବିଶ୍ୱର ଅଧିକାଂଶ ଦେଶ ଏହାକୁ ବିରୋଧ କରୁଥିଲେ ମଧ୍ୟ ଚୀନ ବେଖାତିର କରୁଛି ।
BREAKING NEWS
- ଖଣି ଲିଜ୍ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
Comments are closed.