Latest Odisha News

BREAKING NEWS

ମରିଯାଇଛି କି ମଣିଷ ପଣିଆ??

କାମାକ୍ଷାନଗର: ରୋଗ କ’ଣ ମାନବିକତାକୁ ବି ମାରିଦିଏ ??ମଷିଣ ପଣିଆ ବି ହଜିଯାଏ?? କରୋନା ତ ଯାହା କଲା । ହେଲେ ପ୍ରଶାସନ କଣ ଠିକ୍ କରିଲା । କରୋନାରେ ଆକ୍ରାନ୍ତ ଥିଲେ ବୋଲି ଜଣେ ଶିକ୍ଷକଙ୍କ ମୃତ ଦେହକୁ ଜଙ୍ଗଲରେ ଫିଙ୍ଗି ଦେବା କେତେ ଦୂର ଠିକ୍‌? ମୃତ ଦେହକୁ ଦାହ ନକରି କୁକର ବିଲୁଆଙ୍କ ପାଖରେ ଫୋପାଡି ଦେବା ଜଣେ ମୃତ ଶିକ୍ଷକଙ୍କ ପ୍ରତି ଯଥୋଚିତ ସମ୍ମାନ କି?? ସୋସିଆଲ ମିଡିଆରେ ଘୁରବୁଲୁଛି କାମାକ୍ଷାନଗରର ମୃତ ଶିକ୍ଷକଙ୍କ ଜଙ୍ଗଲରେ ପଡି ରହିଥିବା ଚିତ୍ର । ଯାହା ବେଶ୍ ହୃଦୟ ବିିଦାରକ ।

Leave A Reply

Your email address will not be published.