Latest Odisha News

BREAKING NEWS

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ଅଧ୍ୟାପକଙ୍କ ବଦଳିକୁ ବିରୋଧ

ସମ୍ବଲପୁର: ସମ୍ବଲପୁର ସହର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୮ଜଣ ଅଧ୍ୟାପକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଗୁରୁବାର ଦିନ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଏପରିକି ସେମାନେ କଲେଜର ମୁଖ୍ୟ ଗେଟରେ ମଧ୍ୟ ତାଲା ପକାଇ ଦେଇଛନ୍ତି । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି ।

ତେବେ କୌଣସି ପ୍ରକାର ଅପ୍ରିତିକର ପରସ୍ଥିତିକୁ ଏଡାଇବା ଲାଗି କଲେଜ ପରିସରରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.