Latest Odisha News

BREAKING NEWS

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍

ମାଲକାନଗିରି: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର । ଏହି ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଗତକାଲି ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି-ଜୟପୁର ଜାତୀୟ ରାଜପଥର ପାଙ୍ଗମ ଗାଁ ନିକଟରେ ପୋଲ ତଳକୁ ଏକ କାର୍ ଖସି ପଡ଼ିଥିଲା ।

କାରରେ ୪ଜଣ ଯାତ୍ରୀ ବସିଥିବା ଜଣାପଡିଛି । ସ୍ଥାନୀୟ ଲୋକ ସକାଳୁ ବ୍ରିଜ ତଳେ ଗାଡ଼ିଟି ପଡ଼ିଥିଲା ଦେଖିଥିଲେ । ଏହାପରେ ମାଥିଲି ପୋଲିସକୁ ଖବର ଦେଇଥିଲେ ଲୋକ । ପୋଲିସ ପହଞ୍ଚି ଅନୁଧ୍ୟାନ କରୁଛି ।

Leave A Reply

Your email address will not be published.