Latest Odisha News
Browsing Tag

Car Accident

ଉପବାଚସ୍ପତିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ସାମ୍ନାରୁ ପିଟିଲା ଟ୍ରକ୍

ଅନୁଗୁଳ: ଅନୁଗୁଳରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଉପବାଚସ୍ପତିଙ୍କ ଗାଡ଼ି । ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ପରେ କାର ଯୋଗେ ଉପବାଚସ୍ପତି ରଜନୀକାନ୍ତ ସିଂହ ଫେରୁଥିଲେ । ପଞ୍ଚମହଲା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ସାମ୍ନାରୁ ଧକ୍କା ଦେଇଥିଲା । କାରର ଡାହାଣ…

ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍, ୩ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା: ଭୋର୍ ସମୟରେ ଭୟଙ୍କର ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ବୋଲଗଡ଼ ବ୍ଲକ ପଞ୍ଚକୋଟା ନିକଟରେ ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଗୁଜରାଟ ନମ୍ବର ପ୍ଲେଟ୍ କାରଟି ଭୁବନେଶ୍ୱରରୁ…

ଲୋକଙ୍କ ଉପରେ ଗାଡି ଚଢାଇଦେଲେ ବାହୁବଳି ବିଧାୟକ, ନିର୍ଦ୍ଦୁମ ପିଟିଲେ ଲୋକେ

ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ଅନେକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆହତଙ୍କ ମଧ୍ୟରେ ପୁଲିସ କର୍ମଚାରୀ ରହିଥିବା ସୂଚନା ରହିଛି । ବିଜେପି ନେତା…

ଭାରସାମ୍ୟ ହରାଇ ପୋଖରୀରେ ପଶିଲା କାର, ଜଣେ ମୃତ

କେନ୍ଦୁଝର: ରାସ୍ତା ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲାରେ ଜଣେ ମୃତ । ସଦର ଥାନା ଠାକୁରଡିହି ଛକ ନିକଟରେ ଗୋଟିଏ କାର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା । କାର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ…

ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ସଡ଼କ ଦୁର୍ଘଟଣାରେ ମୃତ

ଆନନ୍ଦପୁର: ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଙ୍ଖିଡି ନିକଟରେ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଜଣେ ଏନ୍‌କିୟୁଏମ୍‌ ଅଧିକାରୀ ଗୁହାରଚନ୍ଦ୍ର ପନୱର  ବୋଲି…

ଦୁର୍ଘଟଣାରେ ୫ ଆହତ

ପୁରୀ : ପୁରୀ ଚନ୍ଦନ ପୁର ଅଗ୍ନି ଢାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ନଳାରେ ପଶି ଯାଇଛି। ଫଳରେ କାରରେ ଥିବା ବ୍ୟକ୍ତିମାନେ ଆହାତ ହୋଇଛନ୍ତି। କାରରେ ୫ ଜଣ ଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଆହତ ମାନଙ୍କୁ ଉଦ୍ଧାର କରିବା…

ବଲାଙ୍ଗୀର ଉପକଣ୍ଠରେ ସଡକ ଦୁର୍ଘଟଣା, ୩ ଗୁରୁତର

ବଲାଙ୍ଗୀର: ଦୁଇଟି କାର ମୁହାଁମୁହିଁ ହେବା ଫଳରେ ୩ ଗୁରୁତର । ଆଜି ସକାଳେ ସିନଖମନଠାରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତୀବ୍ର ଧକ୍କାରେ ଦୁଇଟି କାର ଚୁରମାର ହୋଇଥିବା ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳ ପ୍ରାୟ ୮ଟା ସମୟରେ ଟିଟଲାଗଡରୁ ଆସୁଥିବା ଏକ କାର ସହ…

ଘାଇକୁ ଖସିପଡ଼ିଲା କାର୍‌; ଗୋଟିଏ ପରିବାରର ୫ ମୃତ

ନୂଆଦିଲ୍ଲୀ: ଶନିବାର ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ବଦ୍ରିନାଥ ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମୃତ ପାଞ୍ଚଜଣ ବିବାହ ସମାରୋହରୁ ଫେରୁଥିବାବେଳେ ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯାହା ପରେ ଶନିବାର ରାତିରେ…

ଗଛକୁ ଧକ୍କା ଦେଲା କାର୍, ଚାଳକ ମୃତ

ଗଞ୍ଜାମ : କୋଦଳା ଥାନା ଅନ୍ତର୍ଗତ ନୂତନ ବ୍ରହ୍ମପୁର ନିକଟରେ ଦୁର୍ଘଟଣା । ଗଛକୁ କାର୍ ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଗାଡି ଚାଳକ ରାହୁଲ ଘୋଷ । ସୂଚନା ଅନୁସାରେ, ତାଳପଡା ଗାଁର ସୁନୀଲ ଭୂୟାଁ କାରରେ…

ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତା ନିଶାନ୍ତ

ନୂଆଦିଲ୍ଲୀ: ଅଭିନେତା ନିଶାନ୍ତ ସିଂ ମଲଖାନି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ମୁମ୍ବାଇରୁ ଜୈସଲମ‌େର ଯାଉଥିଲେ ଏବଂ ରାସ୍ତାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ତେବେ ସୂଚନା ମୁତାବକ ନିଶାନ୍ତ ସୁରକ୍ଷିତ ଅଛନ୍ତି। ସେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ତାଙ୍କ କାରର…