ପେରୁ: ପ୍ରତିଦିନ ଆମ ସାମନାକୁ କିଛି ନା କିଛି ଅଦଭୁତ ଘଟଣା ଆସିଥାଏ । କିଛି ଆମ ଜାଣତରେ ଆଉ କିଛି ଆମ ଅଜାଣତରେ । ରହସ୍ୟମୟ ଦୁନଆରେ କିଛି ନା କିଛି ରହସ୍ୟମୟ ଘଟଣା ଘଟିଚାଲିଛି । କିଛି ଆମ ଜ୍ଞତ ସାରରେ ଥିବା ବେଳେ କିଛି ରହସ୍ୟ କେବଳ ରହସ୍ୟ ହୋଇ ରହିଛି ।
ସେମିତି ଆଜି ଏକ ରହସ୍ୟମୟୀ ନଦୀ ବିଷୟରେ ଜାଣିବା ।
ପେରୁରେ ଏକ ନଦୀ ଅଛି ଯାହାକି ବର୍ଷର ପ୍ରତ୍ୟେକ ଦିନ ୨୪ ଘଣ୍ଟା ଫୁଟୁଛି । ବଏଲିଙ୍ଗ ରିଭର ଭାବରେ ଜଣାଶୁଣା ଏହି ନଦୀ ପ୍ରାୟ ୭ କିଲୋମିଟର ଲମ୍ବ, ୮୦ ଫୁଟ ଚଉଡା , ତା’ପରେ ଗୋଟିଏ ଗୋଟିଏ ସ୍ଥାନରେ ଏହାର ଗଭୀରତା ୧୬ ଫୁଟ । ଆମାଜନର ଜଙ୍ଗଲ ମଧ୍ୟରେ ଏହି ନଦୀରେ ଲୁଣ ନଦୀ ଏବଂ ହଟ୍ ନଦୀ ନାମକ ଦୁଇଟି ନଦୀ ମିଳିତ ହୁଏ । ଜଳର ତାପମାତ୍ରା ୯୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକରେ ପହଞ୍ଚିଛି । ଫୁଟୁଥିବା ପାଣି ହେତୁ ଏଥିରେ ଯେଉଁ ପ୍ରାଣୀ ପଡ଼ିଯାଏ ସେ ମରିଯାଏ ।
ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ଏହି ନଦୀ ଚାରିପାଖରେ ଆଗ୍ନେୟଗିରି ନାହିଁ । ନଦୀର ଫୁଟୁଥିବା ପାଣି ପଛରେ କୌଣସି ଲାଭା କିମ୍ବା ଆଗ୍ନେୟଗିରି ନାହିଁ। ହେଲେ ବି ବର୍ଷ ସାରା ଏହି ନଦୀରେ ପାଣି ଫୁଟୁଥାଏ ।
ନଦୀର ଜଳ ଗରମ । ହେଲେ କେଉଁ କାରଣରୁ ତାହା ଅନବରତ ଫୁଟୁଥାଏ ତାହା ବୈଜ୍ଞାନିକ ବି ଜାଣିବାରେ ଫେଲ୍ ମାରିଛନ୍ତି ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.