Latest Odisha News

‘ଦି ଫ୍ୟାମିଲି ମ୍ୟାନ୍ ୨’ ଟ୍ରେଲର୍‌ ରିଲିଜ

ମୁମ୍ବାଇ: ମନୋଜ ବାଜପେୟୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବହୁ ପ୍ରତିକ୍ଷୀତ ମନୋଜ ବାଜପେୟୀଙ୍କ ୱେବ୍‌ ସିରିଜ୍‌ ‘ଦି ଫ୍ୟାମିଲି ମ୍ୟାନ୍ ୨’ ଟ୍ରେଲର୍‌ ଆଜି ରିଲିଜ ହୋଇଛି। ଏହାକୁ ନେଇ ଦର୍ଶକ ବେଶ୍‌ ଉତ୍ସାହର ସହିତ ଅପେକ୍ଷା କରିଥିଲେ।

ଆସନ୍ତା ଜୁନ୍ ୪ ରେ ଆମାଜନ ପ୍ରାଇମ ଭିଡିଓରେ ଏହି ୱେବ୍‌ ସିରିଜ ମୁକ୍ତିଲାଭ କରିବ। ଫ୍ୟାମିଲି ମ୍ୟାନ୍ ୨ର ଟ୍ରେଲର ଆଜି ମେ ୧୯ରେ ରିଲିଜ ହୋଇଛି।

ଏଥିରେ ମନୋଜ ବାଜପେୟୀଙ୍କ ସହିତ ସମାନ୍‌ଥା ଅକ୍କିନେନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।

୨୦୧୯ରେ ଫ୍ୟାମିଲି ମ୍ୟାନ୍ ର ପ୍ରଥମ ସିଜନ୍ ମୁକ୍ତିଲାଭ କରିଥିଲା। ପ୍ରଥମ ସିଜିନ୍‌ ରିଲିଜ୍ ହେବା ପରଠାରୁ ପ୍ରଶଂସକମାନେ ଦ୍ୱିତୀୟ ସିଜିନ୍‌କୁ ବେଶ୍‌ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି।

Leave A Reply

Your email address will not be published.