ମୁମ୍ବାଇ: ହାସ୍ୟ ଅଭିନେତ୍ରୀ, ଟେଲିଭିଜନ ହୋଷ୍ଟ ତଥା ପ୍ଲେବ୍ୟାକ୍ ସିଙ୍ଗର୍ ସୁଗନ୍ଧା ମିଶ୍ରା ଦୀର୍ଘ ଦିନର ପ୍ରେମିକ ସଙ୍କେତ ଭୋସଲେଙ୍କୁ ଏପ୍ରିଲ ୨୬ ରେ ବିବାହ କରିବାକୁ ଯାଉଛନ୍ତି।
ଏହି ଖବର ସେୟାର୍ କରି ସୁଗନ୍ଧା ଲେଖିଛନ୍ତି: “ଆପଣମାନଙ୍କ ଆଶୀର୍ବାଦ ପାଇଁ ଧନ୍ୟବାଦ। ସେ ସଙ୍କେତଙ୍କ ସହ ସହ ଦୁଇଟି ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରିଛନ୍ତି। ସାଙ୍କେତ ମଧ୍ୟ ଏହି ଖବର ସେୟାର କରି ଲେଖିଛନ୍ତି: “ତୁମର ପ୍ରେମଭରା ଶୁଭେଚ୍ଛା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ।
Comments are closed.