ନୂଆଦିଲ୍ଲୀ: ମୁସଲମାନ ଭାରତ ମାତାର ସନ୍ତାନ । ଭାରତର ହୃଦୟରେ ମୁସଲମାନ ରହିଛନ୍ତି । ବିଜେପିର ବିଚାରଧାରା ଅଳ୍ପସଂଖ୍ୟକ ବିରୋଧୀ ନୁହେଁ । ତେଣୁ ସାମ୍ପ୍ରଦାୟିକ ରାଜନୀତି ହେବା ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ପ୍ର୍ତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମୋଦି ସରକାରଙ୍କ ଅଳ୍ପ ସଂଖ୍ୟକ ବିରୋଧୀ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ମୁସଲମାନ ଭାରତର ନାଗରିକ । ସେମାନେ ଆମର ଭାଇ । ସେମାନେ ଭାରତର ହୃଦୟରେ ଅଛନ୍ତି ବୋଲି ରାଜନାଥ କହିଛନ୍ତି ।
ଜାତି, ଧର୍ମ, ବର୍ଣ୍ଣ ନେଇ ଭେଦଭାବ ସୃଷ୍ଟି କରୁଥିବା ନକରାତ୍ମକ ଶକ୍ତି ବିରୋଧରେ ବିଜେପି ସରକାର କାମ କରୁଛି । ବିଜେପି କୌଣସି ସ୍ଥିତିରେ ଅଳ୍ପସଂଖ୍ୟକଙ୍କ ବିରୋଧରେ କାମ କରେ ନାହିଁ । ନରେନ୍ଦ୍ର ମୋଦି ପ୍ରଥମରୁ ହିଁ ସବକା ସାଥ, ସବକା ବିଶ୍ୱାସ ନାରା ଦେଇଛନ୍ତି । ତେଣୁ ଜାତି ଧର୍ମକୁ ନେଇ ଭେଦଭାବ ହେବା ପ୍ରଶ୍ନ ଉଠୁନି ବୋଲି ଏକ ସାକ୍ଷାତକାରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।
BREAKING NEWS
- ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍
- ATSର ବଡ଼ କାର୍ଯ୍ୟାନୁଷ୍ଠାନ, ମହିଳା ସମେତ ୫ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ଗିରଫ
- ସାରା ରାଜ୍ୟରେ ଝଡବର୍ଷା ଆଲର୍ଟ, ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକ ଶେଷ, ନିଆଗଲା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
- ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ନେଇ ଟ୍ରମ୍ପଙ୍କ ଘୋଷଣା
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
Comments are closed.