ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭ ହେଲାଣି । ଆଉ ଏହି ମାସରେ ଅନେକ ପର୍ବ ପର୍ବାଣି ମଧ୍ୟ ପଡିବ । ଏହା ସହ ମାର୍ଚ୍ଚ ମାସରେ ଲାଗିବ ବର୍ଷର ପ୍ରଥମ ଗ୍ରହଣ । ୨୦୨୪ ବର୍ଷର ପ୍ରଥମ ଗ୍ରହଣ ମାର୍ଚ୍ଚ ରେ ଲାଗିବ । ଏହା ଚଳିତ୍ର ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ ବୋଲି କୁହାଯାଇଛି। ହିନ୍ଦୁ ଧର୍ମ ଅନୁସାରେ ବର୍ଷର ଏହି ମାସରେ ହୋଲି ପର୍ବ ପାଳନ ହୁଏ । ହୋଲି ପ୍ରତିବର୍ଷ ଫଗୁଣ ତିଥି ଦିନରେ ପଡେ । ଚଳିତ ବର୍ଷର ଏହା ହେବ ପ୍ରଥମ ଚନ୍ଦ୍ର ଗ୍ରହଣ । ମାର୍ଚ୍ଚ ୨୫ ତାରିଖରେ ପଡିବ ଆଉ ସବୁଠୁ ବଡ଼ କଥା ହେଲା ଏହି ଦିନ ହୋଲି ପଡୁଛି। ହୋଲି ଏବଂ ଚନ୍ଦ୍ର ଗ୍ରହଣ ଗୋଟେ ଦିନରେ ପଡୁଥିବା କୁହାଯାଇଛି । ହୋଲି ପର୍ବ ଦିନ ଚନ୍ଦ୍ର ଗ୍ରହଣ ଲାଗିବ। ଚନ୍ଦ୍ର ଗ୍ରହଣକୁ ସାଧାରଣରେ ଅଶୁଭ ବୋଲି କୁହାଯାଏ । କୁହାଯାଏ ଗ୍ରହଣରୁ ନକରାତ୍ମକତା ଆସେ । ଯାହା ପାଇଁ ଗ୍ରହଣର ପ୍ରଭାବ ସବୁ ରାଶି ଉପରେ ପଡିବ । କେଉଁ ରାଶି ରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳେ ତ ଅନ୍ୟ କେଉଁ ରାଶି ରେ କମ । ହିନ୍ଦୁ ନବବର୍ଷର ଯଦି କଥା କହିବା ତେବେ ବର୍ଷର ଶେଷ ପର୍ବ ହୋଲିକୁ ପାଳନ କରାଯାଏ । ଏହା ସହ ବର୍ଷର ଶେଷ ଦିନ ଚନ୍ଦ୍ର ଗ୍ରହଣ ଲାଗିବ । ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷରେ ଗ୍ରହଣକୁ ଅଶୁଭ କୁହାଯାଏ । ୨0୨୪ମାର୍ଚ୍ଚ ମାସ ଟିକିଏ ଖାସ ରହିବ. କାରଣ ଚଳିତ ବର୍ଷ ଏକାଦିନରେ ରହୁଛି ହୋଲି ଏବଂ ଗ୍ରହଣର ସଂଯୋଗ
BREAKING NEWS
- Ashmolean Museum: ଏହି ସ୍ୱତନ୍ତ୍ର ୫୦୦ବର୍ଷ ପୁରୁଣା ପ୍ରତିମା ଇଂଲଣ୍ଡରୁ ଫେରିଲା; ତାମିଲନାଡୁର ଏକ ମନ୍ଦିରରେ ସ୍ଥାପନ କରାଯିବ
- ଟି୨୦ ବିଶ୍ୱକପ ଫାଇନାଲରେ ଭାରତ: ପୁଣି କମାଲ କଲେ ସଞ୍ଜୁ, ବ୍ୟର୍ଥ ହେଲା ବେଥେଲଙ୍କ ଶତକ
- ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ, ଏହି ସବୁ ରାଜ୍ୟରେ ନିଯୁକ୍ତ ହେଲେ ନୂଆ…
- Murder: କୋର୍ଟ ସମ୍ମୁଖରେ ଯୁବକଙ୍କୁ ନିର୍ମମ ଭାବେ ହାଣି ହତ୍ୟା
- ଅତୀତର ନାୟକ ନୁହେଁ, ବରଂ ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ବିଜୁ ବାବୁ ପ୍ରେରଣାର ଉତ୍ସ- ମୁଖ୍ୟମନ୍ତ୍ରୀ
- ନୂତନ ଅପରାଧିକ ଆଇନରେ ହେବ ଐତିହାସିକ ସଂଶୋଧନ, ଆୟୋଜିତ ହେବ ”ନ୍ୟାୟ ସଂହିତା ପ୍ରଦର୍ଶନୀ”
- ଧୂଳିସାତ୍ ହେଉଛି ମାଓଗଡ, ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୧୫ ମାଓବାଦୀ
- ସଞ୍ଜୁଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ଇଂଲଣ୍ଡ ସମ୍ମୁଖରେ ୨୫୪ ରନର ଲକ୍ଷ୍ୟ
- ଚୋରି ପିଲାଙ୍କୁ ନେଇ ଭିକ୍ଷା ବୃତ୍ତି; ୫ ଅଣ ଓଡ଼ିଆ ଗିରଫ
- କେବଳ ସାମରିକ ଶକ୍ତି ସମସ୍ୟାର ସମାଧାନ କରିପାରିବ ନାହିଁ: ମୋଦି
Comments are closed.