ଭୁବନେଶ୍ୱର: ମହାମାରୀ କରୋନାର ବ୍ୟାପକ ସଂକ୍ରମଣ ଭିତରେ ଚିନ୍ତା ବଢାଇଦେଇଛି ନିଜାମୁଦ୍ଦିନ ଘଟଣା । ରାଜ୍ୟର ୧୫ ଜଣ ସେଠାରୁ ଫେରିଥିବା ସୂୂଚନା ମିଳିବା ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ଆଲୋଚନା ବେଳେ ôଗହ ସଚିବ ଏବଂ ପୋଲିସ ଡିଜି ଉପସ୍ଥିତ ଥିଲେ । ଆଲୋଚନା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ନିଜାମୁଦ୍ଦିନରୁ ଆସିଥିବା ସଂତ୍ପକ୍ତ ବ୍ୟକ୍ତିଙ୍କୁ ଖୋଜାଚାଲିଛି । ସଂତ୍ପକ୍ତ ବ୍ୟକ୍ତିଙ୍କୁ ସଂଗରୋଧରେ ରଖିବାକୁ ବ୍ୟବସ୍ଥା ହୋଇଛି ।
ସେପଟେ ରାଜ୍ୟରେ ଅଧିକ କରୋନା ଭୂତାଣୁ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ପରୀକ୍ଷା ପାଇଁ ଅଧିକ ଟେଷ୍ଟିଂ କିଟ୍ ଏବଂ ମେଡିକାଲ ଉପକରଣ ଯୋଗାଇବାକୁ ରାଜ୍ୟ ଦାବି କରିଛି । ବ୍ୟାଙ୍କରେ ଆବଶ୍ୟକ କର୍ମଚାରୀରେ ସେବା ଯୋଗାଇଦେବା ନେଇ ମଧ୍ୟ ଆଲୋଚନା ହୋଇଛି । ସେପଟେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ପ୍ରଭାବିତଙ୍କ ପାଖରେ ଠିକରେ ପଂହଚାଇବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଖାଲି ସେତିକି ନୁହେଁ ଲକଡାଉନ୍ ନିର୍ଦ୍ଦେଶକୁ କଡାକଡି ପାଳନ ସହ ଶ୍ରମିକଙ୍କ ଯାତ୍ରା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।
BREAKING NEWS
- ଅଭିନେତା ବନିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ‘ଲବ-କୁଶ ରାମଲୀଳା’ରେ…
- ପାକିସ୍ତାନରେ ଭୁଶୁଡିଲା ସ୍କୁଲ ଛାତ, ୨୧ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟତ୍ରୀ ମୃତ
- SI ପେପର ଲିକ୍ ମାମଲା: ୧୨ଟି ସ୍ଥାନରେ EDର ଚଢ଼ାଉ
- ଉତ୍ତରାଖଣ୍ଡରୁ ଦିଲ୍ଲୀ ଅଙ୍କିତା ନିଆଁ, ସରକାରଙ୍କୁ ୨୪ ଘଂଟାର ଅଲଟିମେଟମ
- Unknown Callers: ଏବେ ଅଜଣା କଲ୍ରୁ ମିଳିବ ମୁକ୍ତି! ସରକାର ଆଣୁଛନ୍ତି ନୂଆ ବ୍ୟବସ୍ଥା…ଏମିତି ଜାଣିବେ ଆପଣଙ୍କୁ କିଏ କରିଛି କଲ୍…
- ଆଜି ୧୩ ଜିଲ୍ଲାରେ ଝଡବର୍ଷା ସମ୍ଭାବନା, ଜାଣନ୍ତୁ…
- Quota for Converts: ଧର୍ମ ବଦଳାଇଲେ ମିଳିବନି ପୁରୁଣା ସାମାଜିକ ପଛୁଆ ବର୍ଗର ସୁବିଧା! ସୁପ୍ରିମକୋର୍ଟଙ୍କ ବଡ଼ ରାୟ
- Odisha Student Elections: ଶାନ୍ତି ଶୃଙ୍ଖଳାରେ ଭୋଟ୍ ଦେବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ
- ମୁମ୍ବାଇ ପୋଲିସର କଡା ତାଗିଦ୍, ଅକ୍ଟୋବର ୨୮ସୁଦ୍ଧା ଦେଶ ଛାଡ ଇମ୍ରାନ୍
- ଅକ୍ଟୋବର ୧୬ରେ ଏହି ସ୍ଥାନରେ ଏକାଠି ହେବେ କକ୍ରୋଚ, ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ୱାନ…

Comments are closed.