ନୂଆଦିଲ୍ଲୀ: କରୋନା ପାଇଁ ଭାରତରେ ଫସି ରହିଥିବା ବିଦେଶୀଙ୍କ ବଢ଼ିବ ଭିସା ଅବଧି । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ମେ’ ୩ ଯାଏଁ ଭିସା ଅବଧିକୁ ବୃଦ୍ଧି କରାଯିବ । ଯେଉଁ ବିଦେଶୀ ନାଗରିକ ଭିସା ବୃଦ୍ଧି ପାଇଁ ଆବେଦନ କରିବେ ସେମାନଙ୍କ ବିନା ଶୁଳ୍କରେ ସରକାର ଭିସା ଅବଧିକୁ ବଢ଼ାଇବେ ବୋଲି କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ । ମେ’ ୩ ତାରିଖ ପରେ ଲକଡାଉନ୍ ନେଇ ସରକାର ଚୂଡାନ୍ତ ନିଷ୍ପତି ନେବା ପରେ ବିଦେଶୀ ନାଗରିକମାନେ ନିଜ ନିଜ ଦେଶକୁ ଫେରିପାରିବେ । ଏ ସମ୍ପର୍କରେ ସମସ୍ତ ସୂଚନା ପାଇଁ ୧୧୨ରୁ କଲ୍ କରିବାକୁ କୁହାଯାଇଛି।
BREAKING NEWS
- ଆଇପିଏଲ୍ ୨୦୨୬: ଆରସିବି ରଚିଲା ଇତିହାସ, ଏସ୍ଆର୍ଏଚ୍କୁ ୬ ୱିକେଟ୍ରେ ଦେଲା ମାତ୍
- ବ୍ରାଉନସୁଗାର କାରବାର ନେଇ ଜଣେ ଗିରଫ;୬୧ ଗ୍ରାମ ବ୍ରାଉନସୁଗାର ସହ ବେଆଇନ ବନ୍ଧୁକ ଜବତ
- ରେୟମଣ୍ଡର ପୂର୍ବତନ ଚେୟାରମ୍ୟାନ୍ ବିଜୟପତ୍ ସିଂହାନିଆଙ୍କର ପରଲୋକ
- ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ବନବିଭାଗ କର୍ମଚାରୀଙ୍କୁ ମାଡ଼;ଥାନାରେ ଲିଖିତ ଅଭିଯୋଗ
- PM Modi talks with Saudi: ‘ଆମେ ଏଥିରେ ସହମତ ହୋଇଥିଲୁ…’, ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ପ୍ରିନ୍ସଙ୍କ ସହ କ’ଣ ଆଲୋଚନା କଲେ ଜାଣନ୍ତୁ
- ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ…
- ଇଞ୍ଜିନିୟରିଙ୍ଗ କଲେଜ କ୍ୟାମ୍ପସ ପରିସରରେ ଗୁଳିମାଡ଼
- ଧୋନୀ ୨ ସପ୍ତାହ ଆଇପିଏଲରୁ ଓହରିଲେ
- Odisha Police:ଥାନାରୁ ଅଭିଯୁକ୍ତ ଚମ୍ପଟ୍ ଘଟଣାରେ ୩ ସସ୍ପେଣ୍ଡ୍; ଜଣେ ଏଏସ୍ଆଇ ସମେତ…
- ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି
Comments are closed.