ଭୁବନେଶ୍ୱର : ଓଡିଶାରେ ଭୋଟ୍ ଗଣତି ଜାରି ରହିଥିବାବେଳେ ରାଜନୈତିକ ଦଳମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଲାଗି ରହିଛି ।
ଏହି ଅବସରରେ ବିଜେଡିର କିଛି ପ୍ରମୁଖ ନେତାମାନେ ନିଜନିଜ ଆସନରେ ଅନ୍ୟ ଦଳଙ୍କ ତୁଳନାରେ ଆଗୁଆ ରହିଛନ୍ତି ।
ଜାଣନ୍ତୁ, କେଉଁ ଆସନରୁ କିଏ ଆଗୁଆ…
- ହିଞ୍ଜିଳି/ବିଜେପୁର : ନବୀନ ପଟ୍ଟନାୟକ
- ଖୋର୍ଦ୍ଧା : ଜିତୁ ମିତ୍ର (ବିଜେଡ଼ି)
- ପିପିଲି : ପ୍ରଦୀପ ମହାରଥୀ(ବିଜେଡ଼ି)
- ଭଞ୍ଜନଗର : ବିକ୍ରମ ଆରୁଖ(ବିଜେଡ଼ି)
- ଆଳି : ପ୍ରତାପ କେଶରୀ ଦେବ
- ଅଟାବିରା : ସ୍ନେହାଙ୍ଗିନୀ ଛୁରିଆ
- ବାଲେଶ୍ୱର : ଜୀବନ ପ୍ରଦୀପ ଦାସ
- ଆଠଗଡ : ରନେନ୍ଦ୍ର ପ୍ରତାପ ସ୍ୱାଇଁ
- ବାଙ୍କି : ଦେବୀ ରଞ୍ଜନ ତ୍ରୀପାଠି
- ବଡମ୍ବା : ଦେବୀ ପ୍ରସାଦ ମିଶ୍ର
- ଦିଗପହଣ୍ଡି : ସୂର୍ଯ୍ୟ ନାରାୟଣ ପାତ୍ର
- ଘଷିପୁରା : ବଦ୍ରିନାରାୟଣ ପାତ୍ର(ବିଜେଡ଼ି)
- ଭୁବନେଶ୍ୱର (ମଧ୍ୟ) : ଅନନ୍ତ ନାରାୟଣ ଜେନା(ବିଜେଡ଼ି)
- ଭୁବନେଶ୍ୱର (ଉତ୍ତର) : ସୁଶାନ୍ତ ରାଉତ (ବିଜେଡ଼ି)
- କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ୍ (ବିଜେଡ଼ି)
- ନୟାଗଡ଼ : ଅରୁଣ ସାହୁ(ବିଜେଡ଼ି)
- ରାୟଗଡ : ଲାଲ ବିହାରୀ ହିମରିକା
- ବ୍ରହ୍ମପୁର : ବିକ୍ରମ କୁମାର ପଣ୍ଡା
- ଗୋପାଳପୁର : ପ୍ରଦୀପ କୁମାର ପାଣିଗ୍ରାହୀ
- ଜୟଦେବ : ଅରବିନ୍ଦ ଢାଲି
- ଜୟପୁର : ରବି ନନ୍ଦ
- ରାଜଗାଙ୍ଗପୁର : ମଙ୍ଗଳା କିଶାନ
- ରେଢାଖୋଲ : ରୋହିତ ପୂଜାରି
- ରାଉରକେଲା : ସାରଦା ନାୟକ
- ଯାଜପୁର : ପ୍ରଣବ ପ୍ରକାଶ ଦାସ
- ସୁକିନ୍ଦା : ପ୍ରିତୀରଞ୍ଜନ ଘଡାଇ
- ନିମାପଡା :ସମୀର ଦାସ
- ପୁରୀ : ମହେଶ୍ୱର ମହାନ୍ତି
- କଟକ ସଦର : ଚନ୍ଦ୍ରସାରଥୀ ବେହେରା
ଲୋକସଭା ଆସନ-
- ଚନ୍ଦ୍ରଶେଖର ସାହୁ : (ବ୍ରହ୍ମପୁର)
- ଅଚ୍ୟୁତ ସାମନ୍ତ : (କନ୍ଧମାଳ)
- ରମେଶ ମାଝି : (ନବରଙ୍ଗପୁର)
- କୌଶଲ୍ୟା ହିକକା : (କୋରାପୁଟ)
- ପ୍ରମିଳା ବିଶୋଇ : (ଆସ୍କା)
- ଅନୁଭବ ମହାନ୍ତି : (କେନ୍ଦ୍ରାପଡା)
- ସସ୍ମିତା ସେଠୀ : (ଯାଜପୁର)
- ପିନାକୀ ମିଶ୍ର : (ପୁରୀ)
- ନଳିନୀକାନ୍ତ ପ୍ରଧାନ : (ସମ୍ବଲପୁର)
- ରାଜଶ୍ରୀ ମଲ୍ଲିକ : (ଜଗତସିଂହପୁର)
- ଭର୍ତ୍ତୃହରୀ ମହତାବ : (କଟକ)
- ମହେଶ ସାହୁ : (ଢେଙ୍କାନାଳ)
- ଚନ୍ଦ୍ରାଣୀ ମୁର୍ମୁ : (କେନ୍ଦୁଝର)
Comments are closed.