Latest Odisha News

BREAKING NEWS

Browsing Tag

ELECTION 2019

୧୬ତମ ଲୋକସଭାକୁ ଭଙ୍ଗ ଲାଗି ମଞ୍ଜୁରୀ ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୬ତମ ଲୋକସଭାକୁ ଭଙ୍ଗ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି କୋବିନ୍ଦ ମେ’ ୨୪ ତାରିଖ ଦିନ କ୍ୟାବିନେଟର ଅନୁରୋଧକୁ ଗ୍ରହଣ କରିବା ସହ ତାଙ୍କୁ ପ୍ରଦାନ କରାଯାଇଥିବା ସାମ୍ବିଧାନିକ କ୍ଷମତାର ଧାରା ୮୫ର ବିଭାଗ (ଖ)ର ଉପବିଭାଗ…

ଓଡିଶା ବିଧାନସଭା ଫଳାଫଳ: ଜାଣନ୍ତୁ, କିଏ କେଉଁ ଆସନରୁ ଜିତିଲେ

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ଭୋଟ୍ ଗଣତି ହୋଇଥିବାବେଳେ ଏବେସୁଦ୍ଧା କେତେକ ସ୍ଥାନରେ ନିର୍ବାଚନୀ ଫଳାଫଳ ଘୋଷଣା ହୋଇଛି । ଜାଣନ୍ତୁ ଓଡିଶାର କେଉଁ ବିଧାନସଭା ନିର୍ବାଚନମଣ୍ଡଳୀରେ କିଏ ବିଜୟ ଲାଭ କରିଛନ୍ତି। ଛତ୍ରପୁର: ସୁବାସ ବେହେରା (ବିଜେଡି) ବ୍ରହ୍ମପୁର: ବିକ୍ରମ ପଣ୍ଡା…

ଭାରତର ପୁନର୍ବାର ବିଜୟ ହାସଲ: ମୋଦି

ନୂଆଦିଲ୍ଲୀ : ଭାରତ ପୁଣିଥରେ ଜିତିଲା ବୋଲି ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର୍ ଆକାଉଣ୍ଟରେ ଟ୍ୱିଟ୍ କରିଛନ୍ତି । https://twitter.com/narendramodi/status/1131488026247323648 ସାଧାରଣ…

ଜାଣନ୍ତୁ, କେଉଁ ପ୍ରମୁଖ ବିଜେଡ଼ି ନେତାମାନେ ଲୋକସଭା ଓ ବିଧାନସଭା ଆସନରେ ଆଗୁଆ

ଭୁବନେଶ୍ୱର : ଓଡିଶାରେ ଭୋଟ୍ ଗଣତି ଜାରି ରହିଥିବାବେଳେ ରାଜନୈତିକ ଦଳମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଲାଗି ରହିଛି । ଏହି ଅବସରରେ ବିଜେଡିର କିଛି ପ୍ରମୁଖ ନେତାମାନେ ନିଜନିଜ ଆସନରେ ଅନ୍ୟ ଦଳଙ୍କ ତୁଳନାରେ ଆଗୁଆ ରହିଛନ୍ତି । ଜାଣନ୍ତୁ, କେଉଁ ଆସନରୁ କିଏ ଆଗୁଆ...…

ଲୋକସଭା ନିର୍ବାଚନ ୨୦୧୯: କିଏ କେଉଁ ଆସନରେ ଆଗୁଆ, ଜାଣନ୍ତୁ

ନୂଆଦିଲ୍ଲୀ : ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନର ଫଳାଫଳ ଗଣତି ଜାରି ରହିଥିବାବେଳେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଜାଣନ୍ତୁ କିଏ କେଉଁ ଲୋକସଭା ଆସନରେ ଆଗୁଆ ରହିଛନ୍ତି ।

ନିର୍ବାଚନ ୨୦୧୯: ଉଭୟ ବିଧାନସଭା ଓ ଲୋକସଭା ପ୍ରାରମ୍ଭିକ ଗଣତିରେ ବିଜେଡି ଆଗୁଆ

ଭୁବନେଶ୍ୱର : ଓଡିଶା ଲୋକସଭା ଓ ବିଧାନସଭା ନିର୍ବାଚନର ଫଳାଫଳା ଗଣତି ଆରମ୍ଭ ହୋଇଥିବାବେଳେ ବିଜେପି ଓ କଂଗ୍ରେସ ଠାରୁ ଶାସକ ଦଳ ବିଜେଡି ଆଗୁଆ ରହିଛି । ଓଡିଶାରେ ୧୪୬ ବିଧାନସଭା ଆସନରୁ ବିଜେଡି ୪୭ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ଓ କଂଗ୍ରେସ କ୍ରମଶଃ- ୧୬ ଓ ୨ଟି ସିଟରେ ଆଗୁଆ…

ପ୍ରଫୁଲ୍ଲ ଘଡେଇ ବିଜେଡିର ଉପସଭାପତି ଭାବେ ନିଯୁକ୍ତ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟ ଉପ-ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଏସମ୍ପର୍କରେ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା…

ଓଡ଼ିଶାର ୨ୟ ପର୍ଯ୍ୟାୟ ଭୋଟ ରଣାଙ୍ଗନରେ ୨୯୮ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ

ଭୁବନେଶ୍ୱର : ଏପ୍ରିଲ୍ ୧୮ ତାରିଖରେ ହେବାକୁ ଥିବା ଓଡିଶାର ୨ୟ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ମୋଟ୍ ୨୯୮ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଗୁରୁବାର ଦିନ କହିଛନ୍ତି, ୨ୟ ପର୍ଯ୍ୟାୟ…