Latest Odisha News

BREAKING NEWS

ବିଜେଡିର ୩ ବରିଷ୍ଠ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଦଳର ୩ ବରିଷ୍ଠ ନେତାଙ୍କୁ  ଦେଇଛନ୍ତି ନୂଆ ଦାୟିତ୍ୱ ।

BjdElectrycity

ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ସଧାରଣ ସମ୍ପାଦକ(ଅର୍ଗାନାଇଜେସନ) ଓ ସଞ୍ଜୟ ଦାସ ବର୍ମାଙ୍କୁ ହେଡ କ୍ବାର୍ଟର୍ସର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି ।

ଏହାଛଡା ପ୍ରତାପ କେଶରୀ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ମିଳିଛି ।

Leave A Reply

Your email address will not be published.