Latest Odisha News

ଟିଏମସି ବିଧାୟକ ଜୟନ୍ତ ନାସକରଙ୍କ ପରଲୋକ

କୋଲକାତା : ଟିଏମସି ବଧାୟକ ଜୟନ୍ତ ନାସକରଙ୍କ ବିୟୋଗ । ଆଜି କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ପୂର୍ବରୁ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହୋଇଥିଲେ । ପୁଣି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ସଂଧ୍ୟାରେ ତାଙ୍କର ପରଲୋକ ହୋଇଛି ।

BjdElectrycity

ପଶ୍ଚିମବଙ୍ଗର ଗୋସାବା ବିଧାନସଭା ଆସନରୁ ଟିଏମସି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଜୟନ୍ତ ନାସକର । ତାଙ୍କ ବିୟୋଗରେ ପଶ୍ଚିମବଙ୍ଗର ବିଭିନ୍ନ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.