Latest Odisha News

BREAKING NEWS

ରାଜ୍ୟରୁ ଆଜି କରୋନାରୁ ସୁସ୍ଥ ହେଲେ ୫୯୬୫ ଜଣ

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣରୁ ଆଜି ୫୯୬୫ ଜଣ ସୁସ୍ଥ ହୋଇଛନ୍ତି । ସର୍ବଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୨୩ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୩୨ରେ ପହଞ୍ଚିଛି ।

BjdElectrycity

ସୁନ୍ଦରଗଡ଼ ଜିଲ୍ଲାରୁ ୧୧୫୧ ଜଣ, ସମ୍ବଲପୁରରୁ ୬୦୯, କଟକରୁ ୫୦୨, ଝାରସୁଗୁଡ଼ାରୁ ୨୯୭, ମୟୂରଭଂଜରୁ ୨୦୧, କୋରାପୁଟରୁ ୧୭୭, ନୟାଗଡ଼ରୁ ୧୭୨, ନବରଂଗପୁରରୁ ୧୪୩ ଓ ବଲାଙ୍ଗୀରରୁ ୧୩୨, ପୁରୀରୁ ୧୧୯, କେନ୍ଦ୍ରାପଡ଼ାରୁ ୧୧୬, କେନ୍ଦୁଝରରୁ ୧୦୪, କଳାହାଣ୍ଡିରୁ ୮୪, ଯାଜପୁରରୁ ୭୮, ବରଗଡ଼ରୁ ୭୫, ବାଲେଶ୍ୱରରୁ ୭୩, ଜଗତସିଂହପୁରରୁ ୬୬, ରାୟଗଡ଼ାରୁ ୫୮, ସୁବର୍ଣ୍ଣପୁରରୁ ୫୪, ଗଜପତି, ଗଂଜାମରୁ ୪୬ ଜଣ, ଅନୁଗୁଳରୁ ୪୩, ଢେଙ୍କାନାଳରୁ ୩୮, ଦେବଗଡ଼ରୁ ୧୯, କନ୍ଧମାଳରୁ ୧୭, ଭଦ୍ରକରୁ ୧୬, ମାଲକାନଗିରିରୁ ୧୦ ଓ ରାଜ୍ୟପୁଲରୁ ୨୯୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

Comments are closed, but trackbacks and pingbacks are open.