Latest Odisha News

BREAKING NEWS

ଅଲିମ୍ପିକ୍ସ ଆୟୋଜନ ନେଇ ଆଇଓସି ଓ ଆୟୋଜକଙ୍କୁ ଝଟକା

ଟୋକିଓ: ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ଆୟୋଜକଙ୍କୁ ଗୁରୁବାର ଶକ୍ତ ଝଟକା ଲାଗିଛି । ଅଲିମ୍ପିକ୍ସ ପାଇଁ ଆଉ ମାତ୍ର ୨ ମାସ ବାକିଥିବା ବେଳେ ଜାପାନର ଏ ନେଇ ତୀବ୍ର ବିରୋଧ ପ୍ରକାଶ ପାଇଛି । କରୋନା ଭାଇରାସ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଅଲିମ୍ପିକ୍ସ ଆୟୋଜନ ନ କରିବା ପାଇଁ ସେମାନେ ଜିଦ ଧରିଛନ୍ତି ।

ଏପରିକି ୩୧ ସହର ବିଦେଶୀ ଖେଳାଳିଙ୍କୁ କୌଣସି ପ୍ରକାର ସହଯୋଗ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି । ଅଲିମ୍ପିକ ୨୩ ଜୁଲାଇରୁ ଆରମ୍ଭ ହେବ । ଇତି ମଧ୍ୟରେ ଆୟୋଜକ କମିଟି ଅନ୍ୟ ସହରଗୁଡିକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.