Latest Odisha News

BREAKING NEWS

ରାଜଧାନୀରେ ଲକ୍ ଡାଉନ ସମୟରେ ବାହାଘର ଓ ଶୁଦ୍ଧଘର କାମ ପାଇଁ ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ୱର: ଲକଡାଉନ ସମୟରେ ବାହାଘର ଓ ଶୁଦ୍ଧଘର କାମ ପାଇଁ ଅନୁମତି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଏହି ନମ୍ବରଟି ହେଉଠି ୮୧୪୪୨୦୭୧୦୦ । ଏହି ନମ୍ବରକୁ କଲ କଲେ କେବଳ ଭୁବନେଶ୍ୱର ପାଇଁ ଉଦ୍ଦିଷ୍ଟ ।

ଏହି ସହ ହ୍ୱାଟସ୍‌ଆପ୍ ଜରିଆରେ ମଧ୍ୟ ଅନୁରୋଧ ପଠାଇପାରିବେ । ଦିଆଯାଇଥିବା ନମ୍ବରରେ ହ୍ୱାଟସ୍‌ଆପରେ ଆନୁରୋଧ ପଠାଇଲେ ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରୋସେସ୍ ହେବ । ଲାଇସେନ୍ସ ମିଳିବା ପରେ ଏହାର ସଫ୍ଟ କପି ପାଖରେ ରଖି କୋଭିଡ ନିୟମ ମୁତାବକ କାର‌୍ୟ୍ୟ କରାଯାଇପାରିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.