Latest Odisha News

BREAKING NEWS

ଭାରତରେ ଅନୁପ୍ରବେଶ ପାଇଁ ପିଓକେରେ ଅଛନ୍ତି ୨୫୦ ଆତଙ୍କବାଦୀ:ସେନା

ଲେହ: ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀରରେ ୨୫୦ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନ ସରକାର ଏବେ ଖରାପ ଅର୍ଥବ୍ୟବସ୍ଥା, କରୋନା ମହାମାରୀ ଓ ବିପକ୍ଷଙ୍କୁ ଠିକ୍ ଭାବେ ମୁକାବିଲା କରିପାରୁ ନ ଥିବାରୁ ଏଥିରେ ଧ୍ୟାନ ହଟାଇବା ପାଇଁ ଭାରତରେ ଆତଙ୍କବାଦୀ ପଠାଇ ଅଶାନ୍ତି କରିବାକୁ ଚାହୁଁଛି ।

BjdElectrycity

ସେନାର ଚିନାର କପର୍ସର ଲେଫଟନାଂଟ ଜେନେରାଲ ବିଏସ ରାଜୁ ଏହି ସୂଚନା ଦେଇଛନ୍ତି । ପାକିସ୍ତାନରେ ଇମ୍ରାନ ସରକାରଙ୍କ ବିରୋଧରେ ୧୧ ପଲଟିକାଲ ପାର୍ଟି ଏକତ୍ର ହୋଇଥିବାରୁ ସେ ଚିନ୍ତାରେ ଅଛନ୍ତି ।

Leave A Reply

Your email address will not be published.