Latest Odisha News

BREAKING NEWS

କ୍ରିକେଟର ୩ ଫର୍ମାଟର ଦଶନ୍ଧିର ଶ୍ରେଷ୍ଠ ଟିମ୍ ଚୟନ କଲା ଆଇସିସି: ଦିନିକିଆ, ଟି୨୦ରେ ଧୋନୀ ଟେଷ୍ଟରେ କୋହଲି ଅଧିନାୟକ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ରବିବାର ୩ ଫର୍ମାଟର ଦଶନ୍ଧିର ଶ୍ରେଷ୍ଠ ଟିମ୍ ଚୟନ କରିଛି । ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଏବଂ ଟି୨୦ ଅଧିନାୟକ ଭାବେ ମନୋନୀତ କରାଯାଇଥିବା ବେଳେ ବିରାଟ କୋହଲିଙ୍କୁ ଟେଷ୍ଟ ଦାୟିତ୍ୱ ମିଳିଛି ।

ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଟିମ୍‌: ଆଲିଷ୍ଟର କୁକ୍ , ଡେଭିଡ ୱାର୍ଣ୍ଣର, କେନ୍ ୱିଲିୟମସନ , ବିରାଟ କୋହଲି(ଅଧିନାୟକ), ଷ୍ଟିଭ ସ୍ମିଥ , କୁମାର ସଙ୍ଗକାରା, ବେନ ଷ୍ଟୋକ୍ସ(ଇଂଲଣ୍ଡ), ଆର.ଅଶ୍ୱିନ, ଡେଲ ଷ୍ଟେଇନ , ଷ୍ଟୁଆର୍ଟ ବ୍ରଡ, ଜେମ୍ସ ଆଣ୍ଡରସନ ।
ଦିନିକିଆ ଟିମ୍‌: ରୋହିତ ଶର୍ମା, ଡେଭିଡ ୱାର୍ଣ୍ଣର,ବିରାଟ କୋହଲି, ଏବି ଡି’ଭିଲର୍ସ, ଶକିବ ଉଲ ହାସନ, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ),ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟେଂଟ ବୋଲ୍ଟ, ଇମ୍ରାନ ତାହିର, ଲାସିଥ ମାଲିଙ୍ଗା ।
ଟି୨୦ ଟିମ୍‌: ରୋହିତ ଶର୍ମା, କ୍ରିସ ଗେଲ୍‌, ଆରୋନ ଫିଂଚ, ବିରାଟ କୋହଲି, ଏବି ଡି’ଭିଲର୍ସ , ଗ୍ଲେନ ମ୍ୟାକ୍ସୱେଲ, ମହେନ୍ଦ୍ର ସିଂ ଧୋନି (ଅଧିନାୟକ), କିରନ ପୋଲାର୍ଡ, ରଶିଦ ଖାଁ, ଯଶପ୍ରୀତ ବୁମରା, ଲାସିଥ ମାଲିଙ୍ଗା ।

Leave A Reply

Your email address will not be published.