ଭୁବନେଶ୍ୱର: ଉଦ୍ଯାପିତ ହେଲା ତୋଷାଳି ମେଳା । ଶେଷ ଦିନରେ ମେଳା ବୁଲି ଦେଖିଲେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୂରଲୀଧର । ତାଙ୍କ ସହ ଉପସ୍ଥିତ ଥିଲେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା । ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ।
ଏବର୍ଷ ତୋଷାଳି ମେଳାରେ ୧୨ କୋଟିର ବ୍ୟବସାୟ ହୋଇଛି । ଜାନୁଆରୀ ୨୧ତାରିଖରୁ ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଥିଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ମେଳାରେ ସାମିଲ ହୋଇଥିଲେ । ଏବର୍ଷ କୋଭିଡ୍ କଟକଣା ଭିତରେ ତୋଷାଳି ମେଳା ଅନୁଷ୍ଠିତ ହୋଇଥିଲା ।
BREAKING NEWS
- ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, କରିବେ ନୀଳମାଧବ ଦର୍ଶନ
- ତରଭୁଜ ଖାଇ ମଞ୍ଜି ଫୋପାଡୁଛନ୍ତି କି? ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା
- ରାଜରାସ୍ତାରେ ଆତଙ୍କ ଖେଲାଇଲେ ଦୁର୍ବୃତ୍ତ, ବୁଲା କୁକୁରଙ୍କୁ ହାଣିଲେ
- ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ସିବିଆଇର କ୍ଲୋଜର ରିପୋର୍ଟ ଦାଖଲ
- ଟିଭି ସ୍କ୍ରିନ୍ ସଫା କଲାବେଳେ ଏହି ୩ଟି ଭୁଲ କରୁଛନ୍ତି କି ?
- ବେଡରୁମରେ ବିସ୍ଫୋରଣ; ୪ ମୃତ,ଜଣେ ଗୁରୁତର
- ଆଉ ୨ ଦିନ ଜାରି ରହିବ କାଳବୈଶାଖୀର ତାଣ୍ଡବ! ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ସରଣ୍ଡା ଜଙ୍ଗଲରେ ପୁଣି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଏସଆଇ ସହିଦ, ଯବାନ ଗୁରୁତର
- ସ୍ମୃତି ଦୁର୍ବଳ ହେବାକୁ ଲାଗୁଛି? ଖାଆନ୍ତୁ ଏହି ସୁପରଫୁଡ..
- ବାରବାଟୀରେ ଖେଳାଯିବ ଆଉ ଏକ ଟି-ଟ୍ୱେଣ୍ଟି !
Comments are closed.