Latest Odisha News

BREAKING NEWS

ସମୁଦ୍ରରେ ବୁଡ଼ିଗଲେ ୩ପର୍ଯ୍ୟଟକ

ବାଲେଶ୍ବର:ଜଳେଶ୍ବର- ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଅଘଟଣ । ଗାଧୋଇବାକୁ ଯାଇ ୩ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ିଗଲେ । ଉଦ୍ଧାର ୨ଜଣ ପର୍ଯ୍ୟଟକ ମଧ୍ୟରୁ ଜଣେ ପର୍ଯ୍ୟଟକଙ୍କ ମୃତ ହୋଇଥିବା ସୂତନା ରହିଛି ।

ଅନ୍ୟପଟେ ନିଖୋଜ ଜଣଙ୍କର ପତ୍ତା ମିଳୁନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଥାଉକି, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସହ ଏକକାଳୀନ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତି ପଶ୍ଚିମବଙ୍ଗ, ଝାଡଖଣ୍ଡ ରାଜ୍ୟର ଅନେକ ସ୍ଥାନରେ  ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

 

Comments are closed.