Latest Odisha News

BREAKING NEWS

ବିଜୁ ମହିଳା ଜନତା ଦଳ ଉପ-ସଭାପତି ରୂପେ କିନ୍ନର ସମାଜକର୍ମୀ ମୀରା ପରିଡ଼ା ନିଯୁକ୍ତ

ଭୁବନେଶ୍ୱର: ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ କିନ୍ନର ସମାଜକର୍ମୀ ମୀରା ପରିଡ଼ାଙ୍କୁ ବିଜୁ ମହିଳା ଜନତା ଦଳ (ବିଏମଜେଡ଼ି)ର ଉପ-ସଭାପତି ରୂପେ ନିଯୁକ୍ତ କରିଛନ୍ତି ।

ସେହିପରି ଭାବେ, ସଂଜୁକ୍ତା ବେହେରାଙ୍କୁ ଗଜପତି ଜିଲ୍ଲାର କାର୍ଯ୍ୟକାରୀ ସଭାପତି ରୂପେ ନିଯୁକ୍ତ କରାଯାଇଥିର ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ବିଜୁ ମହିଳା ଜନତା ଦଳର (ବିଏମଜେଡ଼ି) ସଭାପତି ମିନତୀ ବେହେରା ଜଣାଇଛନ୍ତି ।

Leave A Reply

Your email address will not be published.