ଖୋର୍ଦ୍ଧା: ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଜଣେ କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଉଭୟ ଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଏସଡିପିଓ । ବେଗୁନିଆ ଥାନାରୁ ଚୋରାଚାଲାଣ ବେଳେ ଗତକାଲି ରାତିରେ ଧରାପଡିପଡିଥିଲେ । ଉଭୟଙ୍କୁ ଅଟକ ରଖି ସ୍ଥାନୀୟ ଲୋକ ଏସଡିପିଓଙ୍କ ଜିମା ଦେଇଥିଲେ । କାଲି ଦୁଇଟି ଘଟଣାରେ ବିପୁଳ ବାଣ ଓ ମଦ ଜବତ ହୋଇଥିଲା । ହୋମଗାର୍ଡ ପ୍ରକାଶ ମୁଦୁଲି ଜବତ ହୋଇଥିବା ବାଣ ଓ ମଦକୁ ଗତକାଲି ରାତିରେ ଚୋରାଚାଲାଣ କରୁଥିବାବେଳେ ଧରାପଡିଥିଲେ ।
BREAKING NEWS
- ଏକତରଫା ପ୍ରେମ ପାଇଁ ନାବାଳିକା ଛାତ୍ରୀକୁ ହତ୍ୟା କଲା ଟ୍ୟୁସନ ଶିକ୍ଷକ
- Hormuz minesweeping: ହୋର୍ମୁଜ୍ ପ୍ରଣାଳୀରେ ଲ୍ୟାଣ୍ଡମାଇନ୍; ଜାପାନ କହିଲା – ଆମେ ସେଗୁଡ଼ିକୁ ହଟାଇବାକୁ ପ୍ରସ୍ତୁତ ଯଦି…
- ଓଡ଼ିଶା ଜନତା କଂଗ୍ରେସର ମହାମିଶ୍ରଣ;ମୋକିମ୍ କହିଲେ-ବିରୋଧୀ ଦଳ ଭାବେ ସାମ୍ନାକୁ ଆସିବ
- ULFA (I) Militants Attack: ଉଲଫା ଆତଙ୍କବାଦୀ ସଂଗଠନର ଆକ୍ରମଣରେ ଚାରି ପୋଲିସ ଆହତ
- ‘ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି’
- ପାକିସ୍ତାନ ସମର୍ଥିତ ଚୋରା ଚାଲାଣ ମଡ୍ୟୁଲର ପର୍ଦ୍ଦାଫାଶ, ୩ ଜଣ ମାଷ୍ଟରମାଇଣ୍ଡ ଗିରଫ
- କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କଲା ବ୍ୟସ୍ତବହୂଳ କାର୍ଯ୍ୟସୂଚୀ
- ଆଗାମୀ ଦିନରେ ରାଜ୍ୟରେ ନିଲାମ କରାଯିବ ୩୪ଟି ଖଣି…
- କଳାବାଘ ଛାଲ ଡିଲ ବେଳେ ବନବଭାଗ ଚଢାଉ; ୨ ଅଟକ
- Diesel Theft: ଚୋରା ଡିଜେଲ୍ କାରବାର; ୧୧ ଗିରଫ
Comments are closed.