Latest Odisha News

BREAKING NEWS

ବଲିଉଡ୍‌ରେ ୨୯ ବର୍ଷ ପୂରଣ କଲେ ଶାହାରୁଖ

ନୂଆଦିଲ୍ଲୀ: ଟ୍ବିଟର୍‌ରେ ଟ୍ରେଣ୍ଡ୍‌ କରୁଛନ୍ତି କିଙ୍ଗ୍‌ ଖାନ। କାରଣ ବଲିଉଡ୍‌ରେ ଶାହାରୁଖ ୨୯ ବର୍ଷ ପୂରଣ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଭାରତୀୟ ସିନେମାରେ ଦୁଇ ଦଶନ୍ଧି ବେଶ୍‌ ସଫଳତା ହାସଲ କରିଛନ୍ତି। ଏବେ ବି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଶାହାରୁଖ୍‌।

ଏ ନେଇ ଟ୍ୱିଟରରେ ସେ ତାଙ୍କ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କର ସମସ୍ତ ଯାତ୍ରା ପାଇଁ ସମର୍ଥନ ଜଣାଇଥିବାରୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ଶାହରୁଖ ଖାନ ଟ୍ୱିଟ କରି କହିଛନ୍ତି ଯେ ପ୍ରାୟ ୩୦ ବର୍ଷ ଭିତରେ ମୋ ଜୀବନର ଅଧାରୁ ଅଧିକ ସମୟ ଦର୍ଶକଙ୍କ ସେବାରେ ଉତ୍ସର୍ଗ କରିଛି।

Comments are closed.