କୁଚିଣ୍ଡା: ଜମିଜମା ପାଇଁ ମର୍ଡର । ଚାଲିଗଲା ୩ ଜୀବନ । ମହୁଲିପାଲି ଥାନା ଲଫଡା ଗାଁରେ ଜମିଜମା ବିବାଦକୁ ନେଇ ଟ୍ରିପଲ ମର୍ଡର ହୋଇଛି। ମୃତକ ହେଲେ ଝିଅ ସାବିତ୍ରୀ ବେହେରା, ଜ୍ୱାଇଁ, ଗିରିଧାରୀ ବେହେରା ଏବଂ ଶାଶୁ ହୀରାବତୀ ବେହେରା। ଅଭିଯୁକ୍ତ ପଡୋଶୀ ନନୀନ ଦେହେରୀ ଟିଙ୍ଗିଆରେ ହାଣି ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା କରିବା ପରେ ସେ କେଉଁଆଡେ ଫେରାର୍ ହୋଇଯାଇଥିବା ଗାଁ ଲୋକେ କହିଛନ୍ତି । ଏନେଇ ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ୍ କରିଛି । ଏହା ସହ ଘଟଣାର ତଦନ୍ତ ଜାରି ରଖିଛି ।
BREAKING NEWS
- India Fastest Train: ନା ବନ୍ଦେ ଭାରତ, ନା ରାଜଧାନୀ, ନା ଶତାବ୍ଦୀ…ଏହା ହେଉଛି ଭାରତର ସବୁଠାରୁ ଶୀଘ୍ର ଦୌଡ଼ୁଥିବା ଟ୍ରେନ୍…
- Sanjay Leela Bhansali: ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କି ସଞ୍ଜୟ ଲୀଲା ବଂଶାଲୀ? ସାମ୍ନାକୁ ଆସିଲା ସତ…
- ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ଠକେଇ, ଲୋକଙ୍କୁ ମାଗୁଛନ୍ତି ଟଙ୍କା…
- ୫ ଓଟିଟି ପ୍ଲାଟଫର୍ମକୁ ବନ୍ଦ କଲେ ସରକାର…
- ବିବାହରେ ଚାଞ୍ଚଲ୍ୟ, ଜୟମାଳା ବେଳେ କନ୍ୟାକୁ ଗୁଳି ମାରିଲା ପ୍ରେମିକ!
- ୨୨ ବର୍ଷ ପରେ ଭୁଲ ମାନିଲେ ଷ୍ଟିଭ୍ ବକନର; ସଚିନ୍ଙ୍କୁ ଦେଇଥିଲେ ଭୁଲ୍ ଆଉଟ୍…
- ଟ୍ରମ୍ପଙ୍କ ବଡ଼ ଦାବି; ମୋ ଯୋଗୁଁ ବଞ୍ଚିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…
- Israel’s parliament in Indian tricolour: ପହଞ୍ଚିନାହାନ୍ତି ମୋଦୀ, ଇସ୍ରାଏଲ ସଂସଦରେ ଝଲସିଲା ତ୍ରିରଙ୍ଗା
- India Abstains From UNGA Draft: ରୁଷ ଏବଂ ୟୁକ୍ରେନ ମଧ୍ୟରେ ନିଃସର୍ତ୍ତ ଯୁଦ୍ଧବିରତି ଡ୍ରାଫ୍ଟ ପ୍ରସ୍ତାବ, ବିରତ ରହିଲା ଭାରତ
- Priyanka Gandhi Demands To PM Modi: ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଲେ…
Comments are closed.