Latest Odisha News

BREAKING NEWS

Browsing Tag

Kuchinda

ଧାନବିଲରୁ ୨ଟି ହାତୀର ମୃତଦେହ ଠାବ

ସମ୍ବଲପୁର: ପୁଣି ହାତୀ ମୃତ୍ୟୁ । କୁଚିଣ୍ଡା ବାମରା ବନଖଣ୍ଡ ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲ ନିକଟରୁ ୨ଟି ହାତୀଙ୍କ ମୃତଦେହ ମିଳିଛି । ଗୋଟିଏ ମାଈ ଓ ଗୋଟିଏ ଦନ୍ତାହାତୀର ମୃତଦେହ ମିଳିଥିବା ବେଳେ ହାତୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ବନ…

ପାଟଣାଗଡ଼ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ

ଭୁବନେଶ୍ୱର: ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗିରର ପାଟଣାଗଡ଼ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ୱାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ । କୁଚିଣ୍ଡାରେ…

ଜମିବାଡି ବିବାଦକୁ ନେଇ ଟ୍ରିପଲ ମର୍ଡର

କୁଚିଣ୍ଡା: ଜମିଜମା ପାଇଁ ମର୍ଡର । ଚାଲିଗଲା ୩ ଜୀବନ । ମହୁଲିପାଲି ଥାନା ଲଫଡା ଗାଁରେ ଜମିଜମା ବିବାଦକୁ ନେଇ ଟ୍ରିପଲ ମର୍ଡର ହୋଇଛି। ମୃତକ ହେଲେ ଝିଅ ସାବିତ୍ରୀ ବେହେରା, ଜ୍ୱାଇଁ, ଗିରିଧାରୀ ବେହେରା ଏବଂ ଶାଶୁ ହୀରାବତୀ ବେହେରା। ଅଭିଯୁକ୍ତ ପଡୋଶୀ ନନୀନ ଦେହେରୀ ଟିଙ୍ଗିଆରେ ହାଣି ୩…

ଭାଇ ସାଜିଲା ଭଗାରି, ବଡଭାଇ ଓ ୪ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: କୁଚିଣ୍ଡା ଗୋବିନ୍ଦ ପୁର ଥାନା ତାଳଡିହାରେ ଡବଲ ମର୍ଡର ହୋଇଛି । ବଡଭାଇ, ପୁତୁରା ଓ ଭାଉଜକୁ ଟାଙ୍ଗିଆରେ ହାଣିଦେଇଛି ସାନଭାଇ । ଟାଙ୍ଗିଆରେ ହାଣିବା ପରେ ସେମାନଙ୍କୁ ନିକଟସ୍ଥ ଅଙ୍ଗନୱାଡି ପାଇଖାନାରେ ଫିଙ୍ଗି ଦେଇଛି । ପାଇଖାନା ଟାଙ୍କିରୁ ବଡଭାଇ ଓ ପୁତୁରରା ମୃତଦେହକୁ ଉଦ୍ଧାର…