Latest Odisha News

BREAKING NEWS

ଜମିବାଡି ବିବାଦକୁ ନେଇ ଟ୍ରିପଲ ମର୍ଡର

କୁଚିଣ୍ଡା: ଜମିଜମା ପାଇଁ ମର୍ଡର । ଚାଲିଗଲା ୩ ଜୀବନ । ମହୁଲିପାଲି ଥାନା ଲଫଡା ଗାଁରେ ଜମିଜମା ବିବାଦକୁ ନେଇ ଟ୍ରିପଲ ମର୍ଡର ହୋଇଛି। ମୃତକ ହେଲେ ଝିଅ ସାବିତ୍ରୀ ବେହେରା, ଜ୍ୱାଇଁ, ଗିରିଧାରୀ ବେହେରା ଏବଂ ଶାଶୁ ହୀରାବତୀ ବେହେରା। ଅଭିଯୁକ୍ତ ପଡୋଶୀ ନନୀନ ଦେହେରୀ ଟିଙ୍ଗିଆରେ ହାଣି ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା କରିବା ପରେ ସେ କେଉଁଆଡେ ଫେରାର୍ ହୋଇଯାଇଥିବା ଗାଁ ଲୋକେ କହିଛନ୍ତି । ଏନେଇ ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ୍ କରିଛି । ଏହା ସହ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.