ସାନଖେମୁଣ୍ଡି(ଗଞ୍ଜାମ): ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଜରଡ଼ା ଥାନା କେଲୁଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାର ତଦନ୍ତ କରୁଛି ପୋଲିସ ।
BREAKING NEWS
- ୨୦୨୭ ଦିନିକିଆ ବିଶ୍ୱକପ: ଏହି ୬ ପେସ ବୋଲର ଖେଳିବା ନିଶ୍ଚିତ
- ଆମେରିକା ସହ ଯୁଦ୍ଧବିରତି ନେଇ କୌଣସି ଆଲୋଚନା ହୋଇନାହିଁ: ଇରାନ
- ଆଇପିଏଲ ଆରମ୍ଭରୁ ବୁମରାହଙ୍କ ଖେଳିବା ନେଇ ଲାଗି ରହିଛି ସସ୍ପେନ୍ସ
- ରାଜ୍ୟରେ ବୃଦ୍ଧି ପାଉଛି ଶିଶୁ ନିଖୋଜ ସଂଖ୍ୟା; ସେପଟେ, ଟ୍ୱିନ୍ ସିଟିର ହତ୍ୟା ମାମଲା…
- ଟଳିଲା ବଡ ଅଘଟଣ: ୩ଟି ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
- ବରମୁଣ୍ଡା ବିଏସ୍ଏବିଟିରେ ଭିସା ଆବେଦନ କେନ୍ଦ୍ର ପାଇଁ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ
- cold storage wall collapse: ଭୁଶୁଡ଼ି ପଡ଼ିଲା ଶୀତଳ ଭଣ୍ଡାର…୪ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ; ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା
- ଧୂରନ୍ଧର: ଦି ରିଭେଂଜର ପ୍ରଭାବ, ଟକ୍ସିକ ପରେ ଘୁଂଚିବ ଦୃଶ୍ୟମ ୩
- Labour Safety:ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାରେ ଶ୍ରମିକଙ୍କ ପାଇଁ କଟକଣା;ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା
- OTET2026: ମେ ୨୯ରେ OTET-୨୦୨୬ ପରୀକ୍ଷା; ଆସନ୍ତା ୨୬ରୁ ଅନଲାଇନ୍ ଆବେଦନ
Comments are closed.