ମିଲୱାକୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁଖ୍ୟ ଗଣମାଧ୍ୟମ ତଥା ବଡ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଉପରେ ତାଙ୍କ ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗକୁ ଲୁଚାଇଥିବା ଅଭିଯୋଗ କରିଛନ୍ତି।
ନିର୍ବାଚନୀ ସମାବେଶକୁ ଯିବା ପୂର୍ବରୁ ଟ୍ରମ୍ପ ହ୍ୱାଇଟ୍ ହାଉସରେ କହିଛନ୍ତି ଯେ ଆଜି ଆମେ ଯାହା ଦେଖୁଛୁ ତାହା ପୂର୍ବରୁ ହୋଇ ନଥିଲା। ମୁଁ ଭାବୁଛି ଏହା ଅତ୍ୟନ୍ତ ଦୁଃଖଦ ସମୟ ଏବଂ ଏହା ଗଣମାଧ୍ୟମ ଓ ବଡ ବୈଷୟିକ କମ୍ପାନି ପାଇଁ ନିଶ୍ଚିତ ଭାବରେ ଅତ୍ୟନ୍ତ ଦୁଃଖଦ ସମୟ ଭାବରେ ବିବେଚନା କରାଯିବ।
ସେ କହିଛନ୍ତି, ମୁଁ ଭାବୁଛି ଯେ ଏହି କମ୍ପାନିଗୁଡ଼ିକ ନିଜ ପାଇଁ ବହୁତ କ୍ଷତି କରିଛନ୍ତି କାରଣ ସେମାନେ ନିଜକୁ ବହୁତ ସୀମିତ କରିଛନ୍ତି ଠିକ୍ ବିଡେନ୍ଙ୍କ ପରି ସେମାନେ ଦୁର୍ନୀତି ଲଚୁାଇବାକୁ ଚାହୁଛନ୍ତି। ବିଡେନ୍ ସଂପୂର୍ଣ୍ଣ ରୂପେ ଦୁର୍ନୀତିଗ୍ରସ୍ତ ଏବଂ ଏହା ସମସ୍ତେ ଜାଣନ୍ତି ବୋଲି ଟ୍ରମ୍ପ୍ ସର୍ବ ସମ୍ମୁଖରେ କହିଥିଲେ। ”
BREAKING NEWS
- ମହଙ୍ଗା ହେଲା FASTag ବାର୍ଷିକ ପାସ୍
- କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୪୦୦ ମୃତ
- ସଚିନ୍ଙ୍କ ସନ୍ୟାସ ପଛର ଅସଲ ରହସ୍ୟ !
- LPG Tanker Shivalik: ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଏଲପିଜି କାର୍ଗୋ ଜାହାଜ ‘ଶିବାଲିକ୍; ମଙ୍ଗଳବାର ଆଉ ଏକ ଜାହାଜ ପହଞ୍ଚିବ
- ନକଲି ସିବିଆଇ ଅଧିକାରୀ ପରିଚୟ ଦେଇ କୋଟିଏ ଟଙ୍କାର ସୁନା ଲୁଟ୍; ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ
- ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ ତାରିଖକୁ ବୃଦ୍ଧି
- ଅଭିଷେକ ହୋଇ ପାରନ୍ତି ସନରାଇଜର୍ସ ହାଇଦ୍ରାବାଦାର ଅଧିନାୟକ
- ISIS Connection:ବିଡିଏସ ଛାତ୍ରର ISIS ଲିଙ୍କ୍; ଆତଙ୍କବାଦୀ ଚିନ୍ତାଧାରା କରୁଥିଲା ବିସ୍ତାର, ATS କଲା ଗିରଫ
- Indian embassy in Tehran :ଦୂତାବାସ ସମନ୍ୱୟ ବିନା ଇରାନର ସ୍ଥଳ ସୀମା ପାର ନ କରିବାକୁ ଭାରତୀୟଙ୍କୁ ପରାମର୍ଶ
- ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନଗୁଡ଼ିକର ଚଳାଚଳରେ ସଂଶୋଧିତ ପରିବର୍ତ୍ତନ
Comments are closed.