Latest Odisha News

ଅଭିନେତା କରଣ ମେହେରାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଟେଲି ଅଭିନେତା କରଣ ମେହେରାଙ୍କୁ ସୋମବାର ରାତିରେ ତାଙ୍କ ପତ୍ନୀ ଅଭିନେତ୍ରୀ ନିଶା ରାୱଲ ଅଭିଯୋଗରେ ପରେ କରଣଙ୍କୁ ଗୋରେଗାଓଁ ପୋଲିସ ଗିରଫ କରିଥିଲା। ତେବେ କରଣଙ୍କୁ ପୋଲିସ ଜାମିନ ପ୍ରଦାନ କରିଥିବା ନେଇ ସୂଚନା ମିଳିଛି।

କିଛି ବର୍ଷ ଧରି ଡେଟିଂ କରିବା ପରେ ନଭେମ୍ବର ୨୦୧୨ ରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତାଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି। ନିଶା ପ୍ରଥମ ଥର ପାଇଁ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିବା ଜଣାପଡ଼ିଛି।

 

Comments are closed.