Latest Odisha News

ଟ୍ରମ୍ପଙ୍କ ଉପରେ ଟ୍ୱିଟରର କଟକଣା

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରାମ୍ପଙ୍କ ଉପରର କଟକଣା ଲାଗାଇଲା ଟ୍ୱିଟର । ଟ୍ୱିଟର ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଉପରେ ଅସ୍ଥାୟୀ ରୋକ ଲଗାଇଛି ।

ଟ୍ୱିଟର ଅଭିଯୋଗ ମୁତାବକ, ଟ୍ରମ୍ପ ମହାମାରୀ କରୋନା ଭୂତାଣୁକୁ ନେଇ ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ସେୟାର କରୁଥିବାରୁ ତାଙ୍କ ଆକାଉଣ୍ଟକୁ ବ୍ୟାନ କରାଯାଇଛି । ଟ୍ରମ୍ପଙ୍କ ଦ୍ୱାରା କରାଯାଉଥିବା ଟ୍ୱିଟ ଗୁଡିକ ବିଭ୍ରାନ୍ତିକର ଓ ଏହା କମ୍ପାନୀ ଗାଇଡ଼ଲାଇନର ବିରୋଧାଚରଣ ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.