ନାବାଳିକା ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ୨ ଗିରଫ ଅପରାଧ By ଓଡ଼ିଶା ସମ୍ବାଦ ବ୍ୟୁରୋ On Sep 1, 2019 Share ବ୍ରହ୍ମପୁର: ଜଣେ ନାବାଳିକା ଛାତ୍ରୀର ଅଶ୍ଳୀଳ ଫଟୋ ଉଠାଇ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ପ୍ରଚାର କରିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି । ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି ସଦର ପୋଲିସ । Share
Comments are closed.