ରାୟଗଡ଼ା : ରାୟଗଡ଼ା ରାମନଗୁଡ଼ା ଥାନା ପଣସଗୁଡ଼ାରେ ଦୁର୍ଘଟଣା। ଧାନ ମିଲ୍ ନିକଟରେ ଗଛରେ ପିଟି ହୋଇ ଦୁଇ ବାଇକ୍ ଆରେହୀଙ୍କର ମୃତ୍ୟୁ ହୋଇଯାଇଛି । ଘରକୁ ଫେରୁଥିବା ବେଳେ ଗଛରେ ପିଟି ହୋଇ ଏକ ଖାଲରେ ପଡ଼ିଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକ ଦୁଇ ଜଣ ରଞ୍ଜିତ ଶବର ଓ କୁମାର ଶବର ବୋଲି ଜଣାପଡିଛି। ଉଭୟଙ୍କ ଘର କୁମୁଟିପଦର ଗାଁରେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଚିହ୍ନଟ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।
BREAKING NEWS
- ଓଡ଼ିଆ ନାବିକ ନିଖୋଜ ଘଟଣା: ସର୍ଚ୍ଚ ଅପେରସନ ଆରମ୍ଭ
- ଏତେ ଲୋକପ୍ରିୟ କାହିଁକି ହୋଇଛି FASTag ବାର୍ଷିକ ପାସ୍ ? ଛଅ ମାସରେ ୫୦ ଲକ୍ଷରୁ ଅଧିକ ୟୁଜର୍ସ…
- ପୁରୁଣା ଗାଡି କିଣାବିକା ବେଳେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଲେ STA
- Filariasis Free Odisha: ଫାଇଲେରିଆ ନିରାକରଣ ପାଇଁ ବଡ଼ ଆକ୍ସନ ପ୍ଲାନ;ଫେବୃଆରୀ ୧୦ରୁ ୫ ଜିଲ୍ଲାରେ ସାମୁହିକ ଔଷଧ…
- Anti-Maoist Drive: ମାଓ ବିରୋଧୀ ଅଭିଯାନରେ ବଡ଼ ସଫଳତା; ମାଓ ମୁକ୍ତ ହେଲା ବୌଦ୍ଧ,ଅସ୍ତ୍ର ଛାଡ଼ିଲେ ୧୯ ମାଓବାଦୀ
- ଟି୨୦ ବିଶ୍ୱକପ ଉଦଘାଟନୀ ଉତ୍ସବରେ ହେବ ରଙ୍ଗାରଙ୍ଗ କାର୍ଯ୍ୟକମ
- ଦ୍ଵାଦଶ ଜଗଦୀଶ କଥା ସମ୍ମାନ ପାଇବେ ସୁପ୍ରିୟା ପଣ୍ଡା;ଶାନ୍ତନୁଙ୍କୁ ‘ଯୁବସମ୍ମାନ’
- ବୈଭବମୟ ବିଜୟ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତକୁ ଷଷ୍ଠ ଟାଇଟଲ
- East Coast Railway: ହୋଲିକୁ ନଜରରେ ରଖି ପୂର୍ବତଟ ରେଳପଥରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍
- ବେଦାନ୍ତ ଆଲୁମିନିୟମ ବିଲେଟ୍ ଉତ୍ପାଦନ କ୍ଷମତାକୁ ୮୩୦ କେଟିପିଏକୁ କଲା ବୃଦ୍ଧି
Comments are closed.